Latest Odisha News

BREAKING NEWS

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲରେ ପୁଣି ଇଡି ରେଡ୍, ଭୁବନେଶ୍ଵରର ୩ଟି ସ୍ଥାନରେ ଚଢାଉ

ଭୁବନେଶ୍ଵର; ଅର୍ଥତତ୍ତ୍ଵ ଚିଟ ଫଣ୍ଡ ମାମଲା। ଆକ୍ସନ ମୋଡରେ ଇଡି । ଭୁବନେଶ୍ଵରର ୩ଟି ସ୍ଥାନ ସହ ରାଜ୍ୟର ମୋଟ ୫ଟି ସ୍ଥାନରେ ଚଢାଉ କରିଛି ଇଡି । ଭୁବନେଶ୍ଵରର ଏକ ଖବରକାଗଜ ମାଲିକଙ୍କ କାର୍ଯ୍ୟାଳୟ ସମେତ ବାସଭନରେ ଚଢାଉ କରିଛି ଇଡି । ସୂଚନା ଅନୁସାରେ, କିଛି ଦିନର ବ୍ୟବଧାନ ପରେ ପୁଣି…

ଦଳ ସପକ୍ଷରେ ଯାହା ନିଷ୍ପତି ହେବ ମାନିବୁ: କେଭି ସିଂହଦେଓ

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି ବିଜେପି ମହାମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି । ଗତକାଲି ଦୁଇ ଦଳର ଘନ ଘନ ବୈଠକ । ରାଜ୍ୟ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାମେଣ୍ଟକୁ ନେଇ ଚାଲିଛି…

ବିଜେଡିରେ ମିଶିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର; ଯେତିକି ଭାଙ୍ଗୁଛି ସେତିକି ଯୋଡୁଛି । ଦିନକୁ ଦିନ ଯେତିକି ବିଜେଡି ନେତା ଦଳ ଛାଡୁଛନ୍ତି ସେତିକି ଦଳରେ ମିଶୁଛନ୍ତି ମଧ୍ୟ । ଏହାରି ଭିତରେ ଆଜି ବିଜେଡିରେ ମିଶିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସକୁ…

ଧାରା ୩୭୦ ଉଚ୍ଛଦେ ପରେ ଶ୍ରୀନଗରରେ ମୋଦୀଙ୍କ ପ୍ରଥମ ରାଲି, ଛକ ଛକରେ ପୋଲିସ ଛାଉଣି

ଶ୍ରୀନଗର: ଧାରା ୩୭୦ ହଟିବା ପରେ ପ୍ରଥମଥର ପାଇଁ ଶ୍ରୀନଗର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆୟୋଜିତ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ ମୋଦୀ । ତେବେ ମୋଦୀଙ୍କ ପହଞ୍ଚିବା ପୂର୍ବରୁ ସେଠାରେ ଥିବା ବକ୍ସି ଷ୍ଟାଡିୟମକୁ ରାଷ୍ଟ୍ରୀୟ ଧ୍ଵଚାର…

କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି, ମାର୍ଚ୍ଚ ୧୬ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢ଼ିଲା କେଜ୍ରିଓ୍ୱାଲଙ୍କ ଅଡୁଆ । ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯାହାକୁ ନେଇ କୋର୍ଟରେ ପୁଣି ଥରେ ଇଡି ଅଭିଯୋଗ କରିଛି । ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ…

ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଲେ ଅଭିନେତା ଅନୁପମ୍ ଖେର

ମୁମ୍ବାଇ; ୬୯ବର୍ଷ ବୟସରେ ପାଦ ରଖିଲେ ଜାତୀୟ ପୁରସ୍କାର ବିଜେତା ଅଭିନେତା ଅନୁପମ ଖେର । ଅନୁପମ ଖେର ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୬ତାରିଖରେ ଏକ ଭିଡିଓ ସେୟାର କରିଥିଲେ | ଏହି ଭିଡିଓରେ ସେ କହିଥିଲେ ଯେ ତାଙ୍କ ଜନ୍ମଦିନ ଅବସରରେ ସେ କିଛି ନୂଆ ଏବଂ…

ଜଳିଗଲା ଆବାସିକ ବିଦ୍ୟାଳୟ, ଜଣେ ଛାତ୍ରୀ ଜୀବନ୍ତ ଦଗ୍ଧ, ୩୮୦ ଛାତ୍ରୀ ଉଦ୍ଧାର

ରାୟପୁର: ଛତିଶଗଡ଼ ବିଜାପୁରରେ ସରକାରୀ ଆବାସିକ ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ହୋଇ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହାସହ ୩୮୦ ରୁ ଅଧିକ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ଛାତ୍ରୀ ଜଣକ ପରିଚୟ ଲିପାକ୍ଷୀ (୪) ବୋଲି ଜଣାପଡିଛି । ସ୍କୁଲ ଶିକ୍ଷା ବିଭାଗ…

ଛତିଶଗଡ଼ରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ:  ଛତିଶଗଡ଼ ବିଜାପୁର ଜିଲ୍ଲାରେ ସ୍ଥାନୀୟ ବିଜେପି ନେତାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ନାଁ  କୈଳାସ ନାଗ । ସେ ଜିଲ୍ଲାର ବିଜେପି ‘ବିଜନେସ୍ ସେଲ’ ଅଧିକାରୀ ଥିଲେ। ଏଥିସହ ସେ ଠିକାଦର କାମ ମଧ୍ୟ…

ରାଜନୀତିର ଥାଇ ମଧ୍ୟ କଣ ଆପଣ ଭଦ୍ରତାର ସହ କଥାବର୍ତ୍ତା କରନ୍ତି କି? ଦକ୍ଷିଣ କୋରିଆ ପ୍ରଶ୍ନର ଉତ୍ତର ରଖିଲେ ବୈଦେଶିକ…

ନୂଆଦିଲ୍ଲୀ; ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନିଜର ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି | ଯେତେବେଳେ ବି ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଏ, ସେ ଅତି ଭଦ୍ର ଏବଂ ଚତୁରତାର ସହ ତା’ର ଉତ୍ତର ଦେଇଥାଆନ୍ତି | ଯେଉଁଥିପାଇଁ ଅନେକ ଲୋକ ତାଙ୍କର ପ୍ରଶଂସା ମଧ୍ୟ କରିଥାଆନ୍ତି । କେବଳ…

ବାହାଘର ଭୋଜି ଖାଇ ଜଣେ ଶିଶୁ ମୃତ, ୨୫ ଅସୁସ୍ଥ

ମାଲକାନଗିରି: ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବିବାହ ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ୨୫ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧୀନ ନୂଆଗୁଡା ଗ୍ରାମରେ । ସୂଚନା ମୁତାବକ, ନୂଆଗୁଡା ଗ୍ରାମରେ…