ନିଜ ସ୍ବାର୍ଥ ପାଇଁ ବିଜେପି ସହ ମେଣ୍ଟ କରୁଛି ବିଜେଡି : ଶରତ ପଟ୍ଟନାୟକ
ଭୁବନେଶ୍ବର:- ସବୁଠି ରାଜନୀତି ଚର୍ଚ୍ଚା । ଏକାଠି ହେବେ ବିଜେଡି-ବିଜେପି । ଗତକାଲି ଠାରୁ ଏପର୍ଯ୍ୟନ୍ତ ଚାଲିଛି ଗୁରୁର୍ତ୍ବପୂ୍ର୍ଣ୍ଣ ବୈଠକ । ଗତକାଲି ନବୀନ ନିବାସରେ ତୁଙ୍ଗନେତାଙ୍କୁ ନେଇ ଦୁଇ ଦୁଇ ଥର ବୈଠକ ବସିଥିଲା । ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ଅପରାହ୍ଣର ୫ଟାରେ ବସିଥିଲା…