ସିଏବି ପ୍ରଥମଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ
କୋଲକାତା: ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ବେଙ୍ଗଲ କ୍ରିକେଟ ଆସୋସିଏଶନର ପ୍ରଥମ ଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏହା ପରେ ସିଏବି ଅଧ୍ୟକ୍ଷ ସ୍ନେହାଶୀଷ ଗାଙ୍ଗୁଲି ଏହାର ରିପୋର୍ଟ କମିଟିକୁ ମଗାଇଛନ୍ତି । ଗୋସ୍ୱାମୀ ସୋସିଆଲ ମିଡିଆରେ ୨ଟି…