Latest Odisha News

BREAKING NEWS

ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ଶହେ କୋଟି ଅତିକ୍ରମ: ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମେଦବହୁଳତାର ଶିକାର ହେଉଥିବା ସଂଖ୍ୟା ୧୦୦ କୋଟିରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ଦୁନିଆର ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦେଢ଼ଗୁଣ ଅଧିକ ରହିଛି ।…

ଭକ୍ତଙ୍କ ପାଇଁ ଖୋଲିଲା ୟୁଏଇ ସ୍ଥିତ ବିଏପିଏସ ମନ୍ଦିର, ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲାରହିବ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପଥରରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିର ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲିଦିଆଯାଇଛି । ୧୪ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିର ଏହି ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଥିଲେ । ଦୁବାଇ-ଆବୁଧାବି ଶେଖ ଜାୟଦ ରାଜପଥରେ…

ଗଳ୍ପ : ଝଡ଼

ଅଳକା ମହାପାତ୍ର ଟଳି ଟଳି ଘର ଭିତରକୁ ପଶି ଆସିଲା ନରେଶ। ବଡ଼ ପାଟିରେ ଡାକିଲା ପତ୍ନୀ ସାବିକୁ। ଚୁଲି ପାଖରେ ବସି, ତା ଦେହରେ ଅନାବନା କାଠଝାଟି ଖେଞ୍ଚୁଥିଲା ସାବି ଭାତ ରାନ୍ଧିବା ପାଇଁ। ନରେଶର ଡାକରେ ଆଠମାସର ପେଟ ସହିତ ଧିରେ ଧିରେ ଛିଡ଼ାହୋଇ ପାଖକୁ ଆସିଲା । ତାକୁ ଦେଖି ଟଙ୍କା…

ରୋଗୀର ଶରୀର ଭିତରୁ ମିଳିଲା ଅସରପା, ଡାକ୍ତର ଚକିତ

କୋଚ୍ଚି: ଏଠାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପରେ ରୋଗୀର ଫୁସଫୁସରେ ଅସରପା ରହିଥିବା ଜଣା ପଡିଥିଲା । ଯାହାକି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ବହୁ…

ଏହି ଦିନ ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେବା ଭାରତୀୟ ଟିମ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି । ଏଥିନେଇ କ୍ରୀଡାସୂଚୀ ମଧ୍ୟ ପୂର୍ବରୁ ଜାରୀ ହୋଇ ସାରିଛି । ରିପୋର୍ଟ ମୁତାବକ ଭାରତ ଏଥିପାଇଁ ଚୂଡାନ୍ତ ଦଳ ମେ ୧ ତାରିଖ ସୁଦ୍ଧା ଘୋଷଣା କରିବ । ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଘୋଷଣା…

୪୮ ବର୍ଷରେ ତୃତୀୟ ସନ୍ତାନର ବାପା ହେଲେ ସୋଏବ ଅଖତାର

ଲାହୋର: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର ୪୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମାର୍ଚ୍ଚ ୧ରେ ତାଙ୍କ ପତ୍ନୀ ରୁବାବ ଖାଁ ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ । ସୋଏବ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।…

ଟେଷ୍ଟ କ୍ରିକେଟ: ଏହି ରେକର୍ଡରେ ଭାରତ, ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପରାସ୍ତ କରି ଆୟର୍ଲାଣ୍ଡ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ବିଜୟ ହାସଲ କରିଛି । ୮ଟି ମ୍ୟାଚ ପରେ ଦଳ ଏହି ସଫଳତା ପାଇଛି । ତେବେ ଆୟର୍ଲାଣ୍ଡ ଅନେକ ବଡ ଟିମକୁ କମ ମ୍ୟାଚରେ ବିଜୟ ହାସଲ କରି ପଛରେ ପକାଇ ଦେଇଛନ୍ତି । ନ୍ୟୁଜିଲାଣ୍ଡକୁ ୪୫,…

ଈଶାନ, ଶ୍ରେୟାଶଙ୍କ ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ କପିଳ ଦେବ

ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କ ଉପରେ ବିସିସିଆକୁ କାର୍ଯ୍ୟାନୁଷ୍ଠାନ ଭାରତର ପୂର୍ବତନ ବିଶ୍ୱବିଜେତା ଅଧିନାୟକ କପିଳ ଦେବ ପ୍ରଶଂସା କରିଛନ୍ତି । ଏହି ପଦକ୍ଷେପ ନିଶ୍ଚିତ ଭାବେ ଖେଳାଳିଙ୍କୁ କଷ୍ଟ ଦେବ ଏହା ସତ୍ୟ । ମାତ୍ର ଦେଶଠାରୁ ବଡ କିଛି ନାହିଁ ଏହା ଖେଳାଳିମାନେ ବୁଝିବା…

ଗୁଗୁଲ ହଟାଇଲା ଭାରତ ମାଟ୍ରିମୋନି, ଜୀବନସାଥୀ ଆପ୍

ନୂଆଦିଲ୍ଲୀ: ଲୋକପ୍ରିୟ ବୈବାହିକ ପ୍ଲାଟଫର୍ମ ଭାରତ ମାଟ୍ରିମୋନି ଏବଂ ଜୀବନସାଥି ଆପ୍ ସମେତ ୧୦ଟି ଭାରତୀୟ କମ୍ପାନିରୁ ଗୁଗୁଲ୍ ଆପ୍ଲିକେସନ୍ ହଟାଇବା ଆରମ୍ଭ କରିଛି। ସର୍ଭିସ ଫି' ପୈଠକୁ ନେଇ ଚାଲିଥିବା ମତଭେଦ ଯୋଗୁଁ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ସହ ବିବାଦ ସୃଷ୍ଟି ହେବାରୁ ଏଭଳି ପଦକ୍ଷେପ…

ଫେବୃଆରୀରେ ଓଡ଼ିଶାର ଜିଏସଟି ଆଦାୟ ୫୧୩୫.୮୧ କୋଟି ଟଙ୍କା ସଂଗୃହୀତ

ଭୁବନେଶ୍ବର: ଚଳିତବର୍ଷ ଫେବୃଆରୀ ମାସରେ ଓଡ଼ିଶା ୫୧୩୫.୮୧ କୋଟି ଟଙ୍କା ମୋଟ ଜିଏସଟି ଆଦାୟ କରିଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ…