କଣ୍ଡୋମ ପ୍ୟାକେଟ ମାଧ୍ୟମରେ ନିର୍ବାଚନ ପ୍ରଚାର
ହାଇଦ୍ରାବାଦ: ନିର୍ବାଚନରେ ମତଦାତାଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ନେତାମାନେ ଭୋଟ ହାତେଇବା ପାଇଁ ଉଦ୍ୟମ କରିଥାନ୍ତି । ପୂର୍ବରୁ ଲ୍ୟାପଟପ, ଟ୍ୟାବଲେଟ, ସାଇକେଲ ପରି ପଦାର୍ଥ ଦାନ କରାଯାଉଥିଲା । ତେବେ ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆନ୍ଧ୍ରପ୍ରଦେଶରେ ପ୍ରଚାର ଆରମ୍ଭ…