ହ୍ଵାଟସଆପର ନୂଆ ଫିଚର୍: ଏବେ ସହଜରେ ସ୍ପାମ୍ ନମ୍ବରକୁ କରିପାରିବେ ବ୍ଲକ୍
ଭୁବନେଶ୍ଵର: ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଠକେଇ ମାମଲା ବହୁତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ହଜାର ହଜାର ଲୋକଙ୍କୁ ଅଜଣା ଲୋକଙ୍କ କଲ କିମ୍ବା ମେସେଜ୍ ଆସିବା ପରେ ସେମାନେ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ବର୍ତ୍ତମାନ ହ୍ଵାଟସ୍ଆପ୍ ପାଲଟିଛି ଏହି ଠକମାନଙ୍କର ଆଡ୍ଡା ସ୍ଥଳି । …