୩୨ବର୍ଷ ପରେ ସମୁଦ୍ରରୁ ମିଳିଲା ଚିଠି, ଯେଉଁଥିରେ ଲେଖାଅଛି ଏମିତି କିଛି
ନୂଆଦିଲ୍ଲୀ: ଆମେ ଫିଲ୍ମରେ ଅନେକ କାହାଣୀ ଦେଖିଛେ ଯେଉଁଠି ଅନେକ ବର୍ଷ ପରେ ଅଚାନକ କିଛି ଜିନିଷ ମିଳିଯାଏ। ଏମିତି ଏକ ଘଟଣା ଘଟିଛି ନ୍ୟୁୟର୍କରେ। ଯେଉଁଠି ଶିନ୍ନେକକ୍ ୱେ ତଟରେ ଜଣେ ବ୍ୟକ୍ତିଙ୍କୁ ଏକ ବୋତଲ ମିଳିଥିଲା । ତା’ ଭିତରେ ଏକ ଚିଠି ଥିଲା, ଯାହାକି ୩୨ବର୍ଷ ତଳର। ତେବେ ବୋତଲଟି ୩୨…