Latest Odisha News

BREAKING NEWS

ଜାଡରେ ଥରୁଛି ସାରା ରାଜ୍ୟ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ କୁହୁଡି ଯୋଗୁଁ ଦୃଶ୍ୟମାନ…

ଶିଶୁ କବିତା : ତୁମେ ଆମର ଭବିଷ୍ୟ

ବନ୍ଦିତା ଦାଶ ଆସରେ ପିଲେ ଆସ ମୁହଁରେ ଫୁଟାଇ ହସ ନୂଆ ରାଇଜେ ଅଛି ତୁମ ପାଇଁ କେତେ ରସ କେତେ ବାସ... । ତୁମେ ଆମ ସାହସ ତୁମେ ହିଁ ଗଢ଼ ଦେଶ ନଥିବ ଯହିଁ ଟିକିଏ ହେଲେ ହିଂସା କି ବିଦ୍ୱେଷ ।। ହାତରେ ହାତ ରଖ ମନରେ ମନ ଯୋଖ ମଣିଷପଣିଆ ଜୟଗାନ କରି ମିଶିକି ରହିବା ଶିଖ।।…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଓ ବିଭିନ୍ନ…

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ…

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ସ୍ଥାନୀୟ ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ଯ…

କବିତା : ଶାଢ଼ୀ

ସଞ୍ଜିତା ପ୍ରଧାନ ମୋ' ଦେହର ବାସ୍ନା ନେଇ ତୁମକୁ ଛୁଇଁଛୁଇଁ ଉଡ଼ିଯିବା ବେଳେ ତୁମେ ହିଁ ମାପିପାର ମୋ' ଶାଢ଼ୀ କାନିର ଦୈର୍ଘ୍ୟ-ପ୍ରସ୍ଥ-କ୍ଷେତ୍ରଫଳ; କେତେ ଗଭୀରତା ସେଠି ଆସ୍ଥାନ ଜମେଇ ବସିଥିବା ଫୁଲମାନଙ୍କର ଭଲପାଇବାରେ ! ସୁତାରେ ସୁତାରେ ତୁମେ ଆଙ୍କିପାର ଜ୍ୟାମିତିର…

ପୁଅ କ୍ରିକେଟ ଷ୍ଟାର ହେବା ସତ୍ୱେ ରିଙ୍କୁଙ୍କ ବାପା ଗ୍ୟାସ ସିଲିଣ୍ଡର ଡେଲିଭରି କାମ ଛାଡୁ ନାହାନ୍ତି

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାନଚାନ୍ଦ ସିଂ ଏବେ ବି ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏବେ ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୩ ଆଇପିଏଲରେ ୧୪ ମ୍ୟାଚରେ ୪୭୪ ରନ କରି ରିଙ୍କୁ ଚୟନ କମିଟିଙ୍କ…

ବ୍ରେକ ଫେଲ ହୋଇ ପିଟିହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌, ଜଣେ ଗୁରୁତର

ଜୟପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ଅଘଟଣ। ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଷ୍ଟେସନକୁ ଛାଡ଼ିବାକୁ ଯିବାର ଥିଲା। କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍‌ ବସ୍‌ ବ୍ରେକ୍‌ ଫେଲ୍ ହୋଇଗଲା। ଏଥିରେ ବିଘ୍ନରାଜ…

ହାତୀଦାନ୍ତ ଡିଲ ବେଳେ ଚଢାଉ: ୨ହାତୀଦାନ୍ତ ଜବତ, ୩ ଗିରଫ

ଦେବଗଡ଼: ହୋଟେଲରେ ଚାଲିଥିଲା ହାତୀଦାନ୍ତ ଡିଲ । ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ଗତକାଲି…

ଆନ୍ତର୍ଜାତୀୟ ହକି କ୍ୟାରିୟରକୁ ଅଲବିଦା କହିଲେ ଦୀପ ଗ୍ରେସ ଏକ୍କା

ଭୁବନେଶ୍ୱର: ଓଡିଶାର ମହାନ ମହିଳା ଖେଳାଳି ଦୀପ ଗ୍ରେସ ଏକ୍କା ଶନିବାର ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଥର ପ୍ରତିନିଧିତ୍ୱ କରିଥିବା ଦୀପ ଗ୍ରେସଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଭାରତୀୟ ହକିର ଉନ୍ନତି ଦିଗରେ ତାଙ୍କ…

ରାଜ୍ୟରେ ୨୪ ଘଣ୍ଟା ଯାଏ ଶୀତ ଲହରୀ; ୩୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର କୁ ସତର୍କତା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି…