Latest Odisha News

BREAKING NEWS

ରାଜଧାନୀରୁ ସାଇକେଲ ଚୋରି ଗ୍ୟାଙ୍ଗ ଗିରଫ, ୮ ସାଇକେଲ ଜବତ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ସାଇକେଲ ଚୋରି ଗ୍ୟାଙ୍ଗ । ଗତକାଲି ସକାଳେ ରେ ବିଭୁତି ପରିଡା ନାମକ ଜଣେ ବ୍ୟକ୍ତି ନୟାପଲ୍ଲୀ ଆଇଡି ପରିବା ମାର୍କେଟ୍ ରେ ତାଙ୍କ ରୋଡିସ୍ ବ୍ରାଣ୍ଡ ର ସବୁଜ ଓ କଳା ରଙ୍ଗର ସାଇକେଲକୁ ଏକ ସ୍ଥାନରେ ରଖି ପରିବା କିଣିବାକୁ ଯାଇଥିଲେ । ହେଲେ ପରିବା କିଣିସାରି…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବନି ଆଣ୍ଟିବାୟୋଟିକ୍‌, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସମସ୍ତ…

ମହଙ୍ଗା ପଡିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଆରଆଇ ବାବୁ

ଭଦ୍ରକ: ଘରବାରି ପଟ୍ଟା କରାଇଦେବା ନାମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଂଥ ତହସିଲ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା । ଲାଞ୍ଚ ଟଙ୍କା ନେବାବେଳେ ସିଧାସଳଖ ମାଡିବସିଥିଲା ଭିଜିଲ୍ସ ଟିମ୍ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ଶ୍ରୀ ଜେନାଙ୍କ…

୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ରାଜ୍ୟର ୧୩ ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୪ ହଜାର ୬୦୦ କୋଟି ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆମର ଏହି ପ୍ରକଳ୍ପ ଦ୍ୱାରା ଚାଷୀ…

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ମାଓବାଦୀ ନିହତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବେଲମଗୁଟା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୂଚନା…

ଅଯୋଧ୍ୟା ରାମ ମନ୍ଦିର: ରାମାଲାଲାଙ୍କ ପାଇଁ ପହଞ୍ଚିଲା ଦୁନିଆର ସବୁଠୁ ମହଙ୍ଗା ରାମାୟଣ

ଅଯୋଧ୍ୟା: ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ମଝିରେ ଆଉ ଗୋଟିଏ ଦିନର ଅପେକ୍ଷା । ଏହା ପରେ ସମସ୍ତଙ୍କୁ ଦର୍ଶନଦେବେ ପ୍ରଭୁ ରାମଲାଲା । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ଯେତେ ପାଖଉଛି, ଭକ୍ତମାନେ ସେତେ ବିଭୋର ହୋଇ ପଡ଼ୁଛନ୍ତି । ପ୍ରଭୁ ରାମଲାଲାଙ୍କ ପାଇଁ ଦେଶର ପ୍ରତ୍ୟେକ…

ସାନିଆଙ୍କ ପୋଷ୍ଟ ପରେ ତୃତୀୟ ବିବାହ କଲେ ଶୋଏବ

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ବହୁ ଚର୍ଚ୍ଚିତ ପ୍ରେମ ସମ୍ପର୍କରେ ଏବେ କଳଙ୍କ ଲାଗିଛି । କିଛି ଦିନ ତଳେ ସାନିଆ ଛାଡପତ୍ର ସମ୍ପର୍କୀତ ଏକ ପୋଷ୍ଟ କରିବା ପରେ ଆଜି ଶୋଏବ ତୃତୀୟ ବିବାହ କରିଛନ୍ତି । ଶୋଏବ ପ୍ରଥମେ ଆୟଶା ସିଦ୍ଦିକଙ୍କୁ…

ନୂଆପଡ଼ାରୁ ଜବତ ହେଲା ଜୀବନ୍ତ ବଜ୍ରକାପ୍ତା, ୪ ଗିରଫ

ନୂଆପଡ଼ା: ସିନାପାଲି ବନବିଭାଗକୁ ବଡ ସଫଳତା । ସିନାପାଲି ନଙ୍ଗଲବୋଡ଼ ଠାରୁ ଏକ ଜୀବନ୍ତ ବଜ୍ରକାପ୍ତ ସହ ୨ କେଜି ୭ଶହ ଗ୍ରାମ କାତି ଜବତ କରିଛି ବନବିଭାଗ । ଏଥିସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ…

ପାଣିପାଗ ବିଭାଗର ଆଲର୍ଟ; ଆଜିଠୁ ଆସନ୍ତା ୨୫ ଯାଏଁ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯାଉଛି । ସକାଳୁ ସକାଳୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଘନ କୁହୁଡି କାରଣରୁ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଯେଉଁ କାରଣରୁ ଶୀତରୁ ରକ୍ଷା ପାଇଛନ୍ତି ଲୋକେ । ହେଲେ ରାଜ୍ୟର…

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା, ସାମିଲ୍ ହୋଇଛନ୍ତି ୧୮ ଟି ଟିମ୍

ଖୋର୍ଦ୍ଧା: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଚାଲିଛି ଡ଼ଲଫିନ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା । ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ…