ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂସଦର ମୌଳିକ ଢାଞ୍ଚା ବିରୁଦ୍ଧରେ: ଖଡ଼ଗେ
ନୂଆଦିଲ୍ଲୀ: ଦେଶରେ ଏକା ସାଙ୍ଗରେ ନିର୍ବାଚନ କରାଇବା ପ୍ରସ୍ତାବକୁ କଂଗ୍ରେସ ତୀବ୍ର ବିରୋଧ କରିବା ସହ ଏହା ସଂଘୀୟ ବ୍ୟବସ୍ଥା ଏବଂ ସମ୍ବିଧାନର ମୌଳିକ ଢାଞ୍ଚାର ବିରୁଦ୍ଧରେ ବୋଲି କହିଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ଧାରଣାକୁ ପ୍ରତ୍ୟାହାର କରିବା ସହ ଏ ସଂକ୍ରାନ୍ତରେ…