୮୨ ବର୍ଷର ରେକର୍ଡ ଭାଙ୍ଗିଲା ଆମେରିକାର ବରଫ ଝଡ଼; -୪୫ ଡିଗ୍ରୀ ଛୁଇଁବ ତାପମାତ୍ରା
ୱାଶିଂଟନ୍: ଆମେରିକାରେ ଭୟଙ୍କର ହେଉଛି ବରଫ ଝଡ। ବରଫପାତ ଯୋଗୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପ୍ରବଳ ଥଣ୍ଡାରେ ଜୁଝି ହେଉଛନ୍ତି ଲୋକ । ବରଫ ଝଡ଼ ଯୋଗୁ ପ୍ରାୟ ୭ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସପ୍ତାହକ ମଧ୍ୟରେ ୨୧ ଇଞ୍ଚରୁ ଅଧିକ ବରଫପାତ ହୋଇଛି, ଯାହା କି ୮୨ ବର୍ଷ ପୁରୁଣା…