Latest Odisha News

BREAKING NEWS

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ

ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ । ଖବର ମୁତାବକ,…

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା…

ସଭିଏଁ ଜାଣନ୍ତି ଡାକ୍ତରୀ ବିଦ୍ୟା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜ୍ଞା! ଏମିତି ହେବା ଭାରି ସହଜ । ଏଁ..? ଏକଥା ଶୁଣି, ଫେଁ ଫେଁ ହେଇ ହସୁଛନ୍ତି କ’ଣପାଇଁ ? କାହିଁ ମୁଁ କୋଉ ନାକରା କଥା କହିଲି କି.. ମୋ କଥା ପରତେ ଯାଉନାହାନ୍ତି । ଏ କାଗଜରୁ ପଢିନୁହଁ.. ମଗଜରେ ପୂରେଇ ହେଜନ୍ତୁ । ମୁଁ କଣ ଏ କଥା କହୁଛି? କିଏ କେମିତି…

ଶାହାରୁଖଙ୍କ ସହ ପୁନର୍ବାର ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି ଭନ୍ସାଲୀ

ମୁମ୍ବାଇ: ସଞ୍ଜୟ ଲିଲା ଭନ୍ସାଲୀ ତାଙ୍କ ଡ୍ରିମ ପ୍ରୋଜେକ୍ଟ ବୈଜୁ ବାୱାରାକୁ କିଛି ଦିନ ପାଇଁ ଘୁଂଚାଇ ଦେଇଛନ୍ତି । ସେ ପ୍ରଥମେ ତାଙ୍କର ଆଉ ଏକ ମହତ୍ୱାକାଂକ୍ଷୀ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନରୁ ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏବେ ସେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଥିବା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସ୍ୟାଣ୍ଡ ଆନିମେସନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତା କାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏହାରି ଭିତରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ ଏହାକୁ ଚିତ୍ରଣ କରିଛନ୍ତି। ଆନିମେସନ ଭିଡିଓଟି ୩ମିନିଟି ୩୯ସେକେଣ୍ଡର ହୋଇଥିବା…

ଫେବୃଆରୀ ୩ରୁ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ। IDCO ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ କାର୍ଯ୍ଯକ୍ରମ। ଏକାମ୍ର ଉତ୍ସବ ତିନୋଟି ଉପାଦାନ ଅର୍ଥାତ୍- ଭୁବନ୍-ଇ-ସ୍ୱର୍ ବା ମୁଖ୍ୟ ଇଭେଣ୍ଟ , ସିଟି କାର୍ନିଭାଲ୍- ଲୋକ ଉତ୍ସବ ଏବଂ ଖାଦ୍ୟ ମହୋତ୍ସବ - ଆମ ବ୍ୟଞ୍ଜନରେ…

ବର୍ଗର ଖାଇବା ପାଇଁ ପଇସା ନ ଥିଲା, କୋହଲିଙ୍କ ସାହାଯ୍ୟ ପରେ ଏବେ କମାଲ କରୁଛନ୍ତି ସୁମିତ

ନୂଆଦିଲ୍ଲୀ: ପ୍ରତିଭାକୁ ସହଜରେ ଦାବୀ ହୁଏନି । ସୁଯୋଗ ମିଳିଲେ ଜଣେ ଦକ୍ଷତା ସମ୍ପନ୍ନ ଖେଳାଳି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଏ ନାହିଁ । ଟେନିସ ଖେଳାଳି ସୁମିତ ନାଗଲ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ…

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ଷ୍ଟେସନରେ ଖୋଲିଲା ରିଜର୍ଭେସନ ଟିକେଟ୍ କାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ବା ରିଜର୍ଭରେସନ ଟିକେଟ କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ…

ବିନା ସିମ୍ ଓ ଇଣ୍ଟରନେଟରେ ମୋବାଇଲରେ ଦେଖିହେବ ଟିଭି, ଜାଣନ୍ତୁ କେନ୍ଦ୍ରର ବଡ଼ ଯୋଜନା

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତି ଖୁବଶୀଘ୍ର ସିମ୍ କାର୍ଡ କିମ୍ବା ବିନା ଇଣ୍ଟରନେଟ୍ ସଂଯୋଗରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବେ। କେନ୍ଦ୍ର ସରକାର ଏଥିପାଇଁ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି। ଏହି ଯୋଜନାରେ ମୋବାଇଲରେ ଇଣ୍ଟରନେଟ୍ କିମ୍ବା ସିମ୍ ପଡ଼ିବା ଜରୁରୀ ନୁହଁ।…