ମାଲେସିଆ ଓପନ ବ୍ୟାଡମିଂଟନ: ପ୍ରଥମ ଭାରତୀୟ ଯୋଡି ଭାବେ ରୌପ୍ୟ ପଦକ ଜିତିଲେ ସାତ୍ୱିକସାଇରାଜ-ଚିରାଗ
ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରିଯାଇଛନ୍ତି । ଚୀନର ୱାଙ୍ଗ ଲିଆଙ୍ଗ ଓ ଲିଆଙ୍ଗ ୱେଇକେଙ୍ଗଙ୍କ ନିକଟରୁ ୯-୨୧, ୨୧-୧୮ ଓ ୨୧-୧୭ରେ ହାରି ରନର୍ସଅପ ହେବା ସହ ରୌପ୍ୟ ପଦକ ଜିତିଛନ୍ତି ।…