ଡ୍ରାଇଭରଙ୍କ ଧର୍ମଘଟ ଯୋଗୁ ରାଜ୍ୟରେ ତେଲ, କ୍ଷୀର ଯୋଗାଣ ଓ ପରିବହନ ପ୍ରଭାବିତ
ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର୍ସ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭରେ ପେଟ୍ରୋଲ ଓ ଡିଜେଲ ପରିବହନ ସମେତ ବିଭିନ୍ନ ସେବା ବାଧାପ୍ରାପ୍ତ ହୋଇଛି।
ଧର୍ମଘଟ ପ୍ରଭାବରେ ଗ୍ରାହକଙ୍କ ମଧ୍ୟରେ ଆଶଙ୍କା ଥିବାରୁ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ବିକ୍ରି ପ୍ରାୟ ୨୦% ବୃଦ୍ଧି ପାଇଛି। ତେବେ…