ଇଡିର ୩ଟି ସମନକୁ ନା, ଏବେ ଅରବିନ୍ଦ କେଜ୍ରିୱାଲ କ’ଣ କରିପାରିବେ?
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି କରାଯାଇଥିବା ସମନକୁ ଅଣଦେଖା କରି ହାଜର ହେବାକୁ ସିଧାସିଧା ମନାକରି ଦେଇଛନ୍ତି। ଏହା ପୂର୍ବରୁ ଇଡି ତାଙ୍କୁ ନଭେମ୍ବର ୨ ଓ ଡିସେମ୍ବର ୨୧ରେ ପଚରାଉଚରା ପାଇଁ…