Latest Odisha News

BREAKING NEWS

ସବୁଠୁଁ ଭିନ୍ନ, ଘୋଡ଼ା ଚଢ଼ି ଖାଦ୍ୟ ପହଞ୍ଚାଇଲେ ଜୋମାଟୋ ଡେଲିଭରି ବୟ

ହାଇଦ୍ରାବାଦ : ଏବେ ନୂଆ ହିଟ ଏବଂ ରନ ଘଟଣାରେ ଆଇନ ପ୍ରବଧାନ ଚର୍ଚ୍ଚାରେ ଅଛି । ଏଭଳି ସମୟରେ ଏହା ଉପରେ ସାରା ଦେଶରେ ଟ୍ରକ ଡ୍ରାଇଭରମାନେ ଧର୍ମଘଟ କରିଛନ୍ତି । ଧର୍ମଘଟ ଯୋଗୁଁ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ପରିବହନ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ…

ମାଆ ସୀତାଙ୍କୁ ମିଳିଲା ରାମ ମନ୍ଦିରକୁ ନିମନ୍ତ୍ରଣ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ସୀତା ମାଆଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କୁ ମିଳିଲା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନିମନ୍ତ୍ରଣ ମିଳିଥିବାରୁ ବେଶ୍ ଖୁସି ଅଛନ୍ତି ଦୀପିକା । ‘ରାମାୟଣ’…

କାପଡ଼ାଗୁନ୍ଦା ଓ ଇଡ଼ତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଓଡ଼ିଶାର ୭ଟି ସାମଗ୍ରୀ ମଧ୍ୟରୁ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌କୁ କେନ୍ଦ୍ର ସରକାର ପକ୍ଷରୁ ଏହି…

ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା!

ଭୁବନେଶ୍ୱର: କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ନ୍ୟାୟ ଯାତ୍ରା'କୁ ଓଡ଼ିଶା ଦେଇ ଯିବାର ଯୋଜନା ରହିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏହି ଯାତ୍ରାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା…

କବରସ୍ଥାନରେ ଭୟଙ୍କର ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ ଆହତ ହୋଇଛନ୍ତି । ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି । ତାଙ୍କ ମୃତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ…

ଭାରତୀୟ ଇନିଂସର ନାଟକୀୟ ପତନ: ୧୧ ବଲ, ୦ରନ, ୬ ୱିକେଟ

କେପଟାଉନ: ଚଳିତ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନାଟକୀୟ ଢ଼ଙ୍ଗରେ ୱିକେଟ ପତନ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ୨୦ଟି ୱିକେଟର ପତନ ହୋଇସାରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୫୫ ରନରେ…

ରାମ ଭଜନ ବାଜିବା ମାତ୍ରେ ନାଚିଲେ କୋହଲି

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ବିରାଟ କୋହଲି ରାମ ସିୟା ରାମ ଭଜନରେ ନାଚୁଥିବା ଦେଖିବାକୁ ମିଳିଥିଲା । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ ବାତାବରଣ ନେଇ ସାରା ଦେଶ ଝୁମି ଉଠିଛି । କୋହଲି ବି ଏଥିରୁ ବାଦ…

କରନ ନିଜେ ମାନିଲେ, ଫିଲ୍ମର ନେଗେଟିଭ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାନ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଓ ବିବାଦୀୟ ଫିଲ୍ମମେକର କରନ ଜୋହରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଫିଲ୍ମର ନେଗେଟିମ ରେଟିଂରୁ ବଂଚିବା ପାଇଁ ନକଲି ରିଭ୍ୟୁ କରାଇଥାଏ ବୋଲି ସେ ଏକ କାର୍ଯ୍ୟକ୍ରମରେ ନିଜେ ସ୍ୱୀକାର କରିଛନ୍ତି । ଏହା ଫଳରେ ଫିଲ୍ମ ଭଲ ହୋଇ ନ ଥିଲେ ମଧ୍ୟ ଦର୍ଶକ…

ମାନସିକ ରୋଗୀ ନା ସୁଚିନ୍ତିତ ଯୋଜନା, ମା’ କହିଲା ଶିଶୁ କନ୍ୟାକୁ ବୋରୱେଲରେ ପକାଇବାର କାରଣ

ସମ୍ବଲପୁର: ମୁହଁ ଖୋଲିଲେ ବିଜୟିନୀର ମା’ । କହିଲେ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିଶୁକୁ ବୋରୱେଲ୍ ମଧ୍ୟକୁ ପକେଇ ଦେଇଥିଲି । ତେବେ ଏହି କଥା ଭିତରେ କେତେ ସତ୍ୟତା ରହିଛି ତା’ ଉପରେ ଏବେ ପ୍ରଶ୍ନ ଉଠିଛି । କାରଣ ବିଜୟିନୀର ମା’ ନିଜକୁ ମାନସିକ ରୋଗୀ କହୁଥିବା ବେଳେ ଡାକ୍ତର କିନ୍ତୁ ଏହି…

ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ, ବସ୍ ରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ଵର: ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ଏଣିକି ସ୍କୁଲ୍ ବସ୍ କିମ୍ବା ଭ୍ୟାନର ଆଗ ଓ ପଛରେ ପ୍ରାଞ୍ଜଳ ଭାବରେ ‘ସ୍କୁଲ ବସ୍’ ଲେଖାଯିବ । ସେହିପରି ଭଡାରେ ଲାଗିଥିବା ସ୍କୁଲ ବସ୍ କିମ୍ବା ଭ୍ୟାନରେ ‘ ଅନ୍ ସ୍କୁଲ୍ ଡ୍ୟୁଟି’ ଲେଖା ରହିବ ।…