Latest Odisha News

BREAKING NEWS

ଅନଲାଇନରେ ଗଣଦୁଷ୍କର୍ମର ଶିକାର ହେଲେ ୧୬ ବର୍ଷୀୟ ନାବାଳିକା, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବ୍ରିଟେନରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ମେଟାଭର୍ସ ଗେମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନଲାଇନରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ରିଟେନ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମେଟାଭର୍ସ ଗେମରେ ଏଭଳି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଚକିତ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ…

ସ୍ଥାପନ ହେଲା ଶୁଭ ଖମ୍ବ, ପାଞ୍ଚ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ

ନୂଆପଡା: ଚଳିତ ମାସର ୨୯ ତାରିଖ ରୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ ୨୦୨୪  l ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ ମହୋତ୍ସବ ୨୦୨୪ ପାଇଁ ଶୁଭ ଖମ୍ଭ ସ୍ଥାପନ କରାଯାଇଛି l ଏହି ଖମ୍ଭ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ l ଚଳିତ ମାସ ର ୨୯ ତାରିଖ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…

କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ, କହିଲେ ଆଉ ନିର୍ବାଚନ ଲଢିବିନାହିଁ

ଭୁବନେଶ୍ଵର: କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ । ଖୋର୍ଦ୍ଧାରେ ସ୍ଵର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି-  ଓଡିଶାକୁ ଭଲପାଇବାର କିଛି ନମୁନା ଯଦି ଖୋଜିବାକୁ ଚାହାଁନ୍ତି ମୁଁ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସେଥିପାଇଁ…

ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ, ଅରିନ୍ଦମ ବାଗଚିଙ୍କୁ ଏହି ବଡ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିବା ଅରିନ୍ଦମ ବାଗଚି ଙ୍କୁ ଆଉ ଏକ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ଅରିନ୍ଦମ ବାଗଚି ତାଙ୍କ…

ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ: ଲୋକାର୍ପିତ ହେଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ

ବଲାଙ୍ଗୀର: ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବା ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି…

ଏମିତି ବି ଆସେ ମୃତ୍ୟୁ, ଟ୍ରେନିଂ ଚାଲିଥିବାବେଳେ ଟଳିପଡିଲେ ହୋମଗାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ । ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣଙ୍କ ହେଲେ ବାସୁଦେବ ମାନସିଂହ । ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେଉଥିବାବେଳେ ହୋମଗାର୍ଡ ବାସୁଦେବ ଙ୍କ ର…

ଐତିହାସିକ ଟାଇମ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ଓଡ଼ିଆଫିଲ୍ମ ‘ଡ଼ିଅର ପୁରୁଷ’ ର ଟ୍ରେଲର

ଭୁବନେଶ୍ଵର: ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ'ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି। ଯାହା…

ରାଜ୍ୟରେ ଆଉ ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ କୁ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଆଜି ମଧ୍ୟ ରାଜ୍ୟରେ ଆଉ ୫ ନୂଆ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ…