Latest Odisha News

BREAKING NEWS

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ପୌଷ କୃଷ୍ଣ ସପ୍ତମୀ ତିଥି । ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୪ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ…

ଆଜି ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଉଦଘାଟନ କରିବେ । ୨ ହଜାର ୭୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହା ସହିତ ଆଜି ୩୦୫ କୋଟିର ଅନ୍ୟାନ୍ୟ ପ୍ରକଳ୍ପ ର ଉଦଘାଟନ ଓ ସହ ୨…

ଯୋଗାଡ଼ି ପାରିଲେ ହେଲା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଅଖା ନାହିଁ କି ବିରି ନାହିଁ, ତଥାପି ତାଙ୍କ ଘରେ ଅଭାବ ନାହିଁ । କ'ଣ ବୁଝିପାରିଲେନି? ତେବେ ଶୁଣନ୍ତୁ । କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳ କରନ୍ତି ନାହିଁ ହାଟକୁ କେବଳ ଦଣ୍ଡିପଲା ବଟକରା ନେଇକି ଯାଆନ୍ତି । ସେଇଠୁ ଚାଉଳ, ମୁଗ, ବିରି,…

କବିତା : ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

ଲୋକଙ୍କ ଆଗରେ ମହିଳା ପୋଲିସଙ୍କୁ କିସ୍ କଲେ ଯୁବକ, ଭିଡିଓ ଭାଇରାଲ

ଲୋକଙ୍କ ଆଗରେ ମହିଳା ପୋଲିସ ଅଧିକାରୀଙ୍କୁ କିସ୍ କଲେ ଯୁବକ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଭିଡିଓରେ…

ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଇଲେ ପ୍ରେମିକ

ଆଜିକାଲି ସୋସିଆଲ ମିିଡ଼ିଆରେ ପ୍ରତ୍ୟେକ ଦିନ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଅନେକ ଭିଡ଼ିଓକୁ ଦେଖି ଲୋକେ ଚକିତ ହୋଇପଡ଼ନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଉ କଣ ସବୁ ଆଖି ଦେଖିବାକୁ ପାଇବ ବୋଲି ମତ ଦେଇଛନ୍ତି ।…

୨ ହଜାର ପେଟ୍ରୋଲ ପମ୍ପରୁ ତେଲ ଶେଷ: ଲୋକଙ୍କ ଲମ୍ବା ଧାଡ଼ି

ନୂଆଦିଲ୍ଲୀ : ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ । ଏହାର ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଭାରତର ପ୍ରାୟ ଦୁଇ ହଜାର ପେଟ୍ରୋଲ ପମ୍ପରୁ ଇନ୍ଧନ ସରିଯାଇଛି । ପେଟ୍ରୋଲିୟମ ଶିଳ୍ପ ସହ ଜଡିତ ଅଧିକାରୀମାନେ କହିଛନ୍ତି ଟ୍ରକ ଡ୍ରାଇଭରଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି…

ଅଜବ ବିବାହ: ଛୋଟବେଳେ ପାଳିଥିବା ଝିଅକୁ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ଲୋକେ ବିବାହ କରୁଥିବା କିଛି ନୂଆ କଥା ନୁହେଁ । ହେଲେ ନିକଟରେ ଏମିତି ଏକ ଅଜବ ବିବାହ ଦେଖିବାକୁ ମିଳିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୪୪ ବର୍ଷୀୟ ଯୁବକ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।…

ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ

ପାଲିକିର: ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ । ଏହା ଚୁଉକ ଦ୍ୱୀପର ପାଣି ତଳେ ଥିବା ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ମଣିଷ କଙ୍କାଳ, ଜାହାଜରେ ଲଦା ହୋଇଥିବା ଜିନିଷ ଏବଂ ଅନ୍ୟ…

ମହିଳା କର୍ମଚାରୀଙ୍କ ପାଇଁ ବଦଳିଲା ପେନସନ ନିୟମ, ପିଲା ପାଇବେ ପେନସନ

ନୂଆଦିଲ୍ଲୀ: ଏଣିକି ବିବାହ ବିବାଦ ସହ ଜଡିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ନୋମିନେଟ କରିପାରିବେ । ମହିଳା ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । କେନ୍ଦ୍ରୀୟ ସିଭିଲ ସେବା ନିୟମ…