Latest Odisha News

BREAKING NEWS

ଝରକା ତାଡି ଘରୁ ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀ ରେ ଥମୁନି ଲୁଟେରାଙ୍କ ଉତ୍ପାତ । କମିଶନରେଟ୍ ପୋଲିସ ପକ୍ଷରୁ ଚୋରିକୁ ରୋକିବା କୁ ଅନେକ ପଦକ୍ଷେପ ନିଆଯାଉଥିବାସତ୍ତ୍ବେ ଏହା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଘର ଝରକା ତାଡି ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି…

ଅଜଣା ଆତଙ୍କୀର ବିସ୍ଫୋରଣରେ ମୋଷ୍ଟ ୱାଣ୍ଟେଡ ମସୁଦ ଅଜହର ନିହତ: ଏକ୍ସରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୁରି ବୁଲିଛି ଏକ ଜବରଦସ୍ତ ଖବର । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମସୁଦ ଅଜହର ସୋମବାର ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛି । କେହି ଅଜ୍ଞାତ ଆତଙ୍କୀ ବୋମା ବିସ୍ଫୋରଣ କରିବା ପରେ ସୋସିଆଲ ମିଡିଆରେ ଲଗାତାର ଏପରି…

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଲେ ବାଂଲାଦେଶ କୋର୍ଟ

ନୂଆଦିଲ୍ଲୀ: ଶ୍ରମ ଆଇନ ଉଲ୍ଲଘଂନ ଅଭିଯୋଗରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଦୋଷୀ ସାବ୍ୟସ୍ତ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁନୁସ। ଯାହା ଫଳରେ ତାଙ୍କୁ ଓ ଅନ୍ୟ ୩ ସହଯୋଗୀଙ୍କୁ ଛଅ ମାସର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ବାଂଲାଦେଶ…

ପିକନିକ ପାଇଁ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ, କମିବ ସଡକ ଦୁର୍ଘଟଣା

ଭୁବନେଶ୍ବର: ସରିଛି ବର୍ଷ ୨୦୨୩ । ଆରମ୍ଭ ହୋଇଛି ନୂଆବର୍ଷ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପିକନିକ ମନାଇବାକୁ ଯାଉଛନ୍ତି । ଆଉ ଏହି ସମୟରେ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ପ୍ରକାଶ…

ଚଳିତ ବର୍ଷ ଏହି ବଲିଉଡ ଫିଲ୍ମ ଉପରେ ରହିବ ନଜର

ମୁମ୍ବାଇ: ବଲିଉଡର ଅନେକ ଫିଲ୍ମ ୨୦୨୩ରେ ଭଲ ବ୍ୟବସାୟ କରିଛି । ଏହା ମଧ୍ୟରେ ଜୱାନ, ପଠାନ, ଡଙ୍କି, ସାଲାର, ଆନିମଲ ଓ ଗଦର ୨ ଏହାର ଜ୍ୱଳନ୍ତ ଉଦାହରଣ । ସାଉଥ ଓ ନର୍ଥ କମ୍ବିନେଶନ ଯୋଗୁ ଦର୍ଶକ ଥିଏଟରକୁ ଫେରିବା ଆରମ୍ଭ କରିଛନ୍ତି । ୨୦୨୪ରେ ମଧ୍ୟ ରିଲିଜ ହେବାକୁ ଅନେକ ଫିଲ୍ମ ନେଇ ଦର୍ଶକଙ୍କ…

‘ଆମ ମସଜିଦ ଆମେ ହରାଇଲୁ…‘ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଓବେସିଙ୍କ ବିସ୍ଫୋରକ ବୟାନ

ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ପାଇଁ ଗୋଟିଏ ପଟେ ସଜବାଜ ଚାଲିଥିବାବେଳେ ଏପଟେ ବିସ୍ଫୋରକ ବୟାନ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମିନର ମୁ୍ଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସି । ଓବେସିଙ୍କର ବୟାନ ଏବେ ଭାଇରାଲ…

ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଅନଲାଇନ ପଞ୍ଜିକରଣ: ୧୬ ଯାଏ ଖୋଲା ରହିବ ପୋର୍ଟାଲ 

ଭୁବନେଶ୍ବର: ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଜାନୁଆରୀ ୧୬ ତାରିଖ ଯାଏ ଖୋଲା ରହିବ ପୋର୍ଟାଲ । ଯେଉଁ ହିତାଧିକାରୀ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜିକରଣ କରିପାରିବେ ।ପ୍ରତି ପଞ୍ଚାୟତ ଓ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ।…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲଖବୀର ସିଂ ଲଣ୍ଡାଙ୍କୁ ମଧ୍ୟ ସରକାର ଆତଙ୍କି ଘୋଷିତ କରି ସାରିଛନ୍ତି । ଏହି ଦୁଇ ଜଣ ଏବେ କାନାଡାରେ ଲୁଚି କରି ରହୁଛନ୍ତି । ପଞ୍ଜାବରେ ବିଭିନ୍ନ…

‘ମେଟ୍ରୋ ପ୍ରକଳ୍ପ’ ବିଜେଡିର ନିର୍ବାଚନୀ ଥୋପ: ବିଜେପି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଭୁବନେଶ୍ବରରେ ମେଟ୍ରୋପକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯାହାକୁ ନେଇ ‘ମେଟ୍ରୋ ପ୍ରକଳ୍ପ’ ବିଜେଡିର ଏକ ନିର୍ବାଚନୀ ଥୋପ ବୋଲି କହିଛି ବିଜେପି । ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ…

୨୦୨୪ ରଥଯାତ୍ରା ପ୍ରସ୍ତୁତି: ଦଶପଲ୍ଲା ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚିଲା ରଥନିର୍ମାଣର ୩ ଜଣିଆ ଟିମ୍

ପୁରୀ: ଆଜି ଠାରୁ ୨୦୨୪ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀ ଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ଫୁଲ…