Latest Odisha News

BREAKING NEWS

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଭିଡ: ଲାଗୁ ହେଲା ଡ୍ରେସ କୋଡ, ପାନ, ଗୁଟଖା ଉପରେ କଟକଣା

ଭୁବନେଶ୍ୱର: ଆଜି ନୂଆବର୍ଷ । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ନୂଆ ବର୍ଷରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାତି ଗୋଟାଏରୁ ପହଡ ଖୋଲା ଯାଇଛି । ଧାଡିରେ ଭକ୍ତମାନେ ଜଗାକୁ ଦର୍ଶନ କରୁଛନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ…

ସିଗାରେଟ୍ ପାଉଁଶ ପକାଉଥିବା ବେଳେ ୩୩ ମହଲାରୁ ଖସିପଡ଼ିଲେ ସଫ୍ଟୱେର ଇଞ୍ଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁର କେଆର ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ଖସିପଡ଼ିବାରୁ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ ଦିବ୍ୟାଂଶୁ ଶର୍ମା । ସେ ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ସିଗାରେଟ୍ ପାଉଁଶ ତଳକୁ ପକାଇବାକୁ…

ନୂଆବର୍ଷର ପ୍ରଥମ ଦିନ କେଉଁଠି,କେମିତି ପାଳନ୍ତି, ଜାଣନ୍ତୁ…..

ଆସିଛି ନୂଆ ବର୍ଷ । ଲୋକେ ଧୁମ୍‌ଧାମ୍‌ରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ତେବେ ୨୦୨୪ରେ ସକରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିବା ସହ ବର୍ଷଯାକ ଭଲରେ କଟିବା ପାଇଁ ଲୋକେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରଥାନ୍ତି । ତେବେ ନୂଆବର୍ଷ ଭଲରେ କଟିବା ପାଇଁ ଦୁନିଆରେ ଏମିତି କିଛି ପରମ୍ପରା ରହିଛି…

ଅଭିନବ ଉଦ୍ୟମ, ବର୍ଷକରେ ୧୦ ହଜାର କଣ୍ଡୋମ୍ ଅର୍ଡର କରି ସମ୍ମାନିତ

ନୂଆଦିଲ୍ଲୀ : ବ୍ୟବସାୟ ଦୁନିଆରେ ଅନେକ ସମୟରେ ଉଠାଣି ଗଡାଣି ଦେଖିବାକୁ ମିଳିଥାଏ । ଏହି କାରଣରୁ ନିଜ ଉତ୍ପାଦକୁ ଗ୍ରାହକଙ୍କ ପାଖରେ ପହଂଚାଇବା ପାଇଁ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ କୌଶଳ ଆପଣେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଅନଲାଇନ୍ ଷ୍ଟୋର କମ୍ପାନୀ…

ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ

ନୂଆଦିଲ୍ଲୀ: ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ । ଏବେ ଆପଣ ଭାବୁଥିବେ ସୋଫାରେ ବସି ରାସ୍ତାରେ ବୁଲିବେ କିପରି ? ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସୋଫା କାର ଭଳି ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି । ବିଶିଷ୍ଟ ଶିଳ୍ପପତି…

ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଚଢି ହରକତ କଲେ ଯାତ୍ରୀ

ଲଣ୍ଡନ: ଲଣ୍ଡନ ଗ୍ୟାଟୱିକ୍ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ରାଗିଯାଇ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ । ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଥିଲେ ।…

ନିଜ ସହରରେ କଲମ୍ବୀୟ ପପ୍ ଗାୟିକାଙ୍କ ବିଶାଳ ପ୍ରତିମୂର୍ତ୍ତି

କଲମ୍ବିଆ: ନିଜ ଜନ୍ମ ସହରରେ ନିଜର ପ୍ରତିମୂର୍ତ୍ତି । ତାହାପୁଣି ବିଶାଳକାୟ ପ୍ରତିମୂର୍ତ୍ତି । ଏପରି ପ୍ରତିମୂର୍ତ୍ତି ଶୋଭା ପାଇବା କିଛି କମ୍ କଥା ନୁହେଁ । ଏ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ପ୍ରଖ୍ୟାତ କଲମ୍ବୀୟ ପପ୍ ଗାୟିକା ସାକିରାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ତାଙ୍କ ଜନ୍ମ ସହର…

ବାଇକ୍ ପଛରେ ବସି ଫ୍ଲାଇଙ୍ଗ୍ କିସ୍ ଦେଲେ ମହିଳା: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଆମକୁ ଶିଖିବାର ସୁଯୋଗ ଦେଇଥାଏ । ସୋସିଆଲ ମିଡ଼ିଆରେ ଖୁବଶୀଘ୍ର ଲୋକପ୍ରିୟତା ପାଇବା ପାଇଁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ…

ନୂଆବର୍ଷରେ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ତ୍ରିଶୂଳିଆ ନିକଟସ୍ଥ ରତଗଡ ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ…

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର । ଏମିତି ଏକ ଭିଡିଓ ଏବେ ସୋସେିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ କୁକୁର ତାହାର ମାଲିକ ବିନା ସପିଂ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କଥା ହେଉଛି ମାଲିକ ଯାହା ପସନ୍ଦ କରନ୍ତି କୁକୁରକୁ ଭଲ ଭାବେ ଜଣା । ଏହି ଭିଡିଓ…