Latest Odisha News

BREAKING NEWS

କବିତା : କିଣି ପାରିବା କି ସୁଖ ଶରଧା

ବିନୋଦିନୀ ଦାଶ  ସମ୍ପର୍କ ଡୋରରେ ବନ୍ଧା ଏ ଜଗତ ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି ବିଞ୍ଚି ଦେଲେ ସିନା ଅମୀୟ ପରଶ ସଭିଏଁ ପାରିବେ ତିଷ୍ଟି ଯେବେ ଥିବ ବକ୍ରଦୃଷ୍ଟି ନ ପାଇ ଜୀବନେ ସୁଖର ସମ୍ଭାର ନ ପାରିବେ କେହି ଉଠି । ନର ପଶୁପକ୍ଷୀ କୀଟ ତରୁଲତା ସକଳ ଦେହେ ଈଶ୍ବର କରିଥାନ୍ତି ବାସ…

ବାରମୁଳାରେ ପୁଣି ଆତଙ୍କୀ ଆକ୍ରମଣ: ମସଜିଦ ଭିତରେ ପଶି ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ । ପୁଞ୍ଛରେ ଆକ୍ରମଣ ପରେ ଏବେ ଆତଙ୍କୀମାନେ ବାରମୁଳାରେ ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ହତ୍ୟା କରିଛନ୍ତି । ବାରମୁଳାର ଗଟମୁଳାରେ ଆତଙ୍କୀମାନେ  ଏକ ମସଜିଦରେ ପଶି ଏହି ଅବସରପ୍ରାପ୍ତ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତ…

୨୦୨୪ ନିର୍ବାନନ ପାଇଁ ଗଡ଼ ସଜାଡୁଛି କଂଗ୍ରେସ: ତିନି ରାଜ୍ୟରେ ପରାଜୟ ପରେ ଏବେ ଆସଛି ବଡ ପରିବର୍ତ୍ତନ

ଭୁବନେଶ୍ୱର: ପାଗ ଭିଡୁଛି କଂଗ୍ରେସ । ତିଆରି କରିଛି ନୂଆ ରଣନୀତି । ୨୦୨୪ ମୁକାବିଲା ପାଇଁ ହେଉଛି ସଜବାଜ । ଏକାଧିକ ରାଜ୍ୟରେ ବଦଳାଇଛି ପ୍ରଭାରୀ । ଓଡ଼ିଶା ବି ସେଥିରୁ ବାଦ ଯାଇନି । ପ୍ରଦେଶ କଂଗ୍ରେସ ନେତା ଦିଲ୍ଲୀରୁ ଫେରିବାର ଗୋଟିଏ ଦିନ ପରେ ହୋଇଛି ଏପରି ପରିବର୍ତ୍ତନ ।…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ  ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ସିଡ଼ାକ୍ ର ସଦସ୍ୟ ସଚିବ ଶିଶିର କୁମାର ରଥ ଓ…

ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ତଥା କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି…

ଦିଲ୍ଲୀର ଚିନ୍ତା ବଢାଇଲା ପ୍ରଦୂଷଣ: ଏକ୍ୟୁଆଇ ସ୍ତର ୪୫୦ ଉପରେ, ଅନଲାଇନ ହୋଇପାରେ ସ୍କୁଲ

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଛି ପ୍ରଦୂଷଣ । ଏଠାରେ  ବାୟୁମଣ୍ଡଳ ଏପରି ବିଷାକ୍ତ ହୋଇଛି ଯେ, ଜିଆରଏପି ଲାଗୁ କରାଯାଇଛି ଏବଂ ଏକ୍ୟୁଆଇ ୪୦୦ ଉପରେ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆରର ସ୍କୁଲ ଅନଲାଇନ କରାଯିବା ସମ୍ଭାବନା ଦେଖା ଦେଇଛି । ବର୍ତ୍ତମାନ ଦିଲ୍ଲୀର ବାୟୁମଣ୍ଡଳ…

ତାଇଓ୍ୱାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ତାଇଓ୍ୱାନରେ ଭୂକମ୍ପ ଝଟକା । ଦକ୍ଷିଣ ଚୀନ ସାଗରରେ ଥିବା ଛୋଟ ଦ୍ୱୀପ ତାଇଓ୍ୱାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୩ ଅଟେ । ଏହା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଝଟକା ଏତେ ଜୋର ଥିଲା ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ…

ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ,ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହା ଫଳରେ ଅନେକ ରୋଗୀ ହସ୍ପିଟାଲରେ ଫସି ରହିଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହସ୍ପିଟାଲର ଅଧିକାଂଶ ରୋଗୀ ଗର୍ଭବତୀ ମହିଳା ଓ ଶିଶୁ ଥିବାରୁ…

ସାଣ୍ଟା ବେଶରେ ଖ୍ରୀଷ୍ଟମାସ ଉପହାର ବାଣ୍ଟିିବାକୁ ଯାଇଥିବା ବେଳେ କୋଠାରୁ ଖସି ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଉ ଗୋଟେ ଦିନ ପରେ ଖ୍ରୀଷ୍ଟମାସ । ଛୋଟ ଛୋଟ ପିଲାମାନେ ସାଣ୍ଟା ଉପହାର ନେଇ ଆସିବ ବୋଲି ଅପେକ୍ଷା କରି ରହିଛନ୍ତି । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ସାଧାରଣଲୋକମାନେ ସାଣ୍ଟାକ୍ଲଜ୍ ଭଳି ସଜାଇ ହୋଇ ଉପହାର ବ୍ୟାଗ ଧରି ଘରେଘରେ ପହଞ୍ଚି ଛୋଟଛୋଟ ପିଲାଙ୍କୁ ଖୁସି କରାଇବା ପାଇଁ…

ହିନ୍ଦୀଭାଷୀ ଲୋକ ତାମିଲନାଡୁରେ ପାଇଖାନା ସଫା କରନ୍ତି: ଏପରି ବିବାଦୀୟ ବୟାନ ଦେଇଛନ୍ତି ଡିଏମକେ ନେତା

ନୂଆଦିଲ୍ଲୀ: ହିନ୍ଦୀଭାଷୀ ଲୋକ ତାମିଲନାଡ଼ୁରେ ପାଇଖାନା ସଫା କରନ୍ତି । ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଡ଼ିଏମକେ ନେତା । ପୁଣି ଥରେ ଡିଏମକେର ଜଣେ ହିନ୍ଦୀଭାଷା ଓ ଉତ୍ତରଭାରତୀୟଙ୍କ ଉପରେ ଆପତ୍ତିଜନକ ବୟାନ ଦେଇଛନ୍ତି । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରାନ । ମାରାନ…