ଖ୍ରୀଷ୍ଟମାସ ପାଇଁ କନ୍ଧମାଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା, ପୋଲିସର ଫ୍ଲାଗ୍ ମାର୍ଚ୍ଚ ସହିତ ପାଟ୍ରୋଲିଂ
କନ୍ଧମାଳ: ଖ୍ରୀଷ୍ଟମାସ ପାଖେଇ ଆସୁଥିବାରୁ ସାରା ବିଶ୍ୱରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଘର ଓ ଚର୍ଚ୍ଚକୁ ସଜ୍ଜାରେ ସଜ୍ଜିତ କରାଯାଇଛି ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ସମ୍ମାନ ଜଣାଇ ସୁରୁଖୁରୁରେ ଉତ୍ସବ ପାଳନ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି…