Latest Odisha News

BREAKING NEWS

ମାଆ ହେଲେ ହାସ୍ୟ ଅଭିନେତ୍ରୀ

ମୁମ୍ବାଇ : ଫେମସ୍ କେମଡିଆନ୍ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରା ଏବଂ ଡାକ୍ତର ସଙ୍କେତ୍ ଭୋସଲେଙ୍କ ଘରକୁ ଆସିଲେ ଲକ୍ଷ୍ମୀ  । ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୁଗନ୍ଧାଙ୍କ ସ୍ବାମୀ ଡାକ୍ତର ସଙ୍କେତ୍ ଇନଷ୍ଟାରେ ଏକ…

ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ : ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ। ଭାରତୀୟ ଯବାନଙ୍କ ବୀରତ୍ବକୁ ମନେ ପକାଉଛି ଭାରତବର୍ଷ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ…

ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ

ନୂଆଦିଲ୍ଲୀ : ମୃତ୍ୟୁ କେବେ , କାହାକୁ , କେଉଁଠାରେ ଆସିବ , ତାହା କେହି କହିପାରିବେ ନାହିଁ । ଏମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେରଳରେ  । ନିମିଷକରେ ଚାଲିଯାଇଛି ୫ ଜଣଙ୍କ ଜୀବନ । କେରଳ ମଲ୍ଲପୁରମଠାରେ ଘଟିଛି ଏକ ଭୟାବହ ଦୁର୍ଘଟଣା  । ସୂଚନା ମୂତାବକ ଏକ ବସ୍ କିଛି…

ଢେଙ୍କାନାଳ ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଆଇଟି ରେଡ୍

ଢେଙ୍କାନାଳ: ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଢେଙ୍କାନାଳ ଜିଲ୍ଲା ମୁସିଙ୍ଗା ଥାନା ଅଧୀନ ମାଛିଆ ଗାଁରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ରେଡ୍‌ କରିଛି ଆୟକର ବିଭାଗ । ଗତକାଲି ଠୁ ଆଇକର ବିଭାଗର ୨ଟି ଟିମ୍‌ ଦ୍ବାରା ଆରମ୍ଭ ହୋଇଥିବା ଏହି ରେଡ୍…

କେବେ ବାହାରିବ ନିଷ୍କର୍ସ ? ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : ବର୍ତ୍ତମାନ ଶୀତ ଋତୁ ଚାଲିଛି  । ସାଧାରଣତଃ ଶୀତ ଋତୁରେ ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । କିନ୍ତୁ ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣା ନେଇ ଅଧିବାସୀମାନେ ଦାବି କରିଆସୁଥିଲେ  ।…

କୁହୁଡି ସାଜିଲା କାଳ, ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ୨ ବାଇକ ଚାଳକ ମୃତ

ପୁରୀ: କୁହୁଡି ସାଜିଲା ବାଧକ । ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଆଜି ସକାଳୁ ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ।…

ଗାଁ ଠୁ ସହର ଶୀତରେ ଥରହର, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଥଣ୍ଡାର ପ୍ରକୋପ । ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି ।…

ଗଳ୍ପ : ସ୍ବପ୍ନ ବୃତ୍ତାନ୍ତ

ପ୍ରସେନଜିତ୍ ସେଠୀ  ଆଜି ରାସ୍ତାଟା ଭାରି ଶୂନଶାନ। ହଁ ଏମିତି ନିର୍ଜନ ରାସ୍ତାରେ, ଏକା ଏକା ଆଗକୁ ବଢ଼ିବାକୁ ଭାରି ଭଲ ଲାଗେ। ଆହା ସେ ମଳୟ ପବନର ଶୀତଳତା, ଯୌବନର ଅନୁଭବକୁ ଆହୁରି ରୋମାଞ୍ଚିତ କରି ଦେଉଛି। ସାମ୍ନାରେ ସୂର୍ଯ୍ୟମୁଖୀ କ୍ଷେତରେ, ବାଳୁତ ସୂର୍ଯ୍ୟଙ୍କ କିରଣ, ଅନ୍ୟ ଏକ…

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ଭୁବନେଶ୍ବର: ଆଜି ଧନୁ ସଂକ୍ରାନ୍ତି । ଠାକୁରଙ୍କ ପାଖରେ ଲାଗିହେବ ମୁଆଁ ଭୋଗ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଏନେଇ ବଜାରରେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ମୁଆଁ । କିଛି ମୁଆଁ ଚିନିରେ ପ୍ରସ୍ତୁତ ହୋଇଥିବାବେଳେ, ଆଉ କିଛି…

ଭାରତ-ଆମେରିକା ସମ୍ପର୍କରେ ଭୟଙ୍କର କ୍ଷତି ହୋଇପାରେ..ପନ୍ନୁ ମାମଲାରେ ଏମିତି କହିଲେ ଭାରତୀୟ-ଆମେରିକୀ ସାଂସଦ

ନୂଆଲ୍ଦିଳୀ: ଭାରତୀୟ ନାଗରିକ ନିଖିଲ ଗୁପ୍ତା ଉପରେ ଆମେରିକା-କାନ୍ନାଡା ନାଗରିକ ତଥା ଖଲିସ୍ଥାନୀ ଆତଙ୍କୀ ପନ୍ନୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗ ଆଣିବା ଉପରେ ମୁମ୍ବାଇ:ଆମେରିକା ସାଂସଦମାନେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ-ଆମେରିକୀ ସାଂସଦଙ୍କ କହିବା ଅନୁସାରେ, ଏହି…