ସିଲିଣ୍ଡର ଫାଟି ଯିବାରୁ ହୋଟେଲରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ କର୍ମଚାରୀ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଫିସ ନିକଟସ୍ଥ ଶାନ୍ତି ହୋଟେଲରେ ଅଗ୍ନକାଣ୍ଡ । ହଠାତ ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଫଳରେ ଗ୍ରାହକ ଓ ହୋଟେଲ ଷ୍ଟାଫଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଏପରି ଦୃଶ୍ୟ…