ଭିଜିଲାନ୍ସ ଜାଲରେ ଜିଆରଏସ ମ୍ୟାଡାମ୍, ଲାଞ୍ଚ ନେଲାବେଳେ ମାଡିବସିଲା ଟିମ୍
କଳାହାଣ୍ଡି: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ ମ୍ୟାଡାମ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜିଆରଏସ ଶ୍ରୀମତି ମାରଗ୍ରେଟ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ମନରେଗା କାମ ପାଇଁ ଜବ୍ କାର୍ଡ ହୋଲ୍ଡରଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା…