ଜଳିଗଲା କୋଲକାତାରୁ ଓଡ଼ିଶା ଆସୁଥିବା ବସ: ଜଣେ ମୃତ, ୩୦ ଆହତ
କୋଲକାତା:କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଲାଗିଗଲା ନିଆଁ । ହୁତହୁତ ଜଳିଲା ବସ । ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ । ଏହି ଦୁର୍ଘଟଣା ଶୁକ୍ରବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଘଟିଛି ।…