ମାତ୍ରାଧିକ ସରକାରୀ ହସ୍ତକ୍ଷେପ, ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବନ କଲା ଆଇସିସି
ନୂଆଦିଲ୍ଲୀ: ଶ୍ରୀଲଙ୍କ କ୍ରିକେଟ୍ (ଏସଏଲସି)ରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟକୁ ଆଇସିସି ତୁରନ୍ତ ନିଲମ୍ବନ କରିଛି।
ଆଇସିସି ବୋର୍ଡ ଶୁକ୍ରବାର ଅନଲାଇନରେ ବୈଠକ କରି ଏସ୍ଏଲସିର ସ୍ଥିତିର ସମାଧାନ କରିବା ସହ ଶ୍ରୀଲଙ୍କା କ୍ରିକେଟ୍ ସଦସ୍ୟ ଭାବେ ନିଜ ଦାୟିତ୍ବର…