ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଆମେରିକାର ମଞ୍ଜୁରୀ
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ମଞ୍ଜୁରୀ। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନଷ୍ଟ୍ରେସନ…