ଅଶୀରେ କଂଗ୍ରେସ ଯିବ ଖସି, ବିଜେପି ୭୦ କୁ ଧରିଥିବ ବସି !
ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏହି ଟ୍ରେଣ୍ଡକୁ ଭାଙ୍ଗିବାକୁ କଂଗ୍ରେସ ସରକାର ସବୁ ଉଦ୍ୟମ କରୁଛି।
ଏସବୁ ଭିତରେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର…