ବ୍ରହ୍ମଗିରିରେ ଦଳୀୟ ନେତାଙ୍କ ବିରୋଧ ବେଳେ ସଂଗଠନକୁ ଫେରିଲେ ସଞ୍ଜୟ ଦାସବର୍ମା
ଭୁବନେଶ୍ୱର: ଗୋଟିଏ ପଟେ ନିଜ ନିର୍ବାଚନମଣ୍ଡଳୀ ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା ବିରୋଧର ଶିକାର ହେଉଛନ୍ତି ଅନ୍ୟପଟେ ଦଳ ସଂପୃକ୍ତ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ହଠାତ୍ ସଞ୍ଜୟଙ୍କୁ ଦଳ ପକ୍ଷରୁ…