Latest Odisha News

BREAKING NEWS

ଶୀତ ଋତୁରେ କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ। ଥଣ୍ଡା…

ନଭେମ୍ବର ୮କୁ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘର ବଡ ନିଷ୍ପତ୍ତି । ରାଜ୍ୟରେ ବସ୍ ଧର୍ମଘଟ ନେଇ ଆସନ୍ତା ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳୀ ମାଧ୍ୟମରେ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ ।…

ଦୀପାବଳୀରେ କାହିଁକି ଜଳାଯାଏ ମାଟି ଦୀପ? ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ…

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଘକୁ ସୁଦ୍ଧପୂତ ଭାବେ ସଫା କରି ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି । ରଙ୍ଗୋଲିରେ ସମଗ୍ର ଘରକୁ ସଜାନ୍ତି, ଏହା ପରେ…

ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଉଭୟ ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରି ଆଫଗାନିସ୍ତାନ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ୨୪୨ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହସମୁତାଲ୍ଲାହ ଶାହୀଦ ୫୮ ଓ ଅଜମୁତାଲ୍ଲା…

ଟ୍ରେନ ରହଣି ଦାବି ନେଇ ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ରେଳ ରୋକ ଅନ୍ଦୋଳନ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ କରିଛି ବିଶ୍ରା ପବ୍ଲିକ ଆକ୍ସନ କମିଟି। ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ସୁସ୍ଥ ହେଉଛନ୍ତି ହାର୍ଦ୍ଦିକ, ନକ ଆଉଟରେ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ଦ୍ରୁତ ବେଗରେ ମୁକୁଳିବାରେ ଲାଗିଛନ୍ତି । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କିଛି କୁହାଯାଇ ନାହିଁ । ତେବେ ମିଡିଆ…

ପର୍ଯ୍ୟାପ୍ତ ପଦକ୍ଷେପ ନଥିବାରୁ ଆକୃତିହୀନ ପଥର ସ୍ତୁପରେ ପରିଣତ ହୋଇପାରେ କୋଣାର୍କ

ଭୁବନେଶ୍ୱର: ଓଡ଼ିଶାରେ ଏକ ବିଶ୍ୱ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇନଟାକ (INTACH) ଏବଂ କେପିଏଚ୍ ଟ୍ରଷ୍ଟ (KHPT)ର ମିଳିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଦଶନ୍ଧିରେ ଉଭୟ ଇନଟାକ ଏବଂ କେଏଚପିଟି କୋଣାର୍କ ଓ ଏହାର ସଂରକ୍ଷଣ ପ୍ରସଙ୍ଗରେ ଅନେକ ବୈଠକ ଏବଂ ସେମିନାର କରାଯାଇଛି।…

ନୂଆପଡାରେ ୭ ବର୍ଷର ଶିଶୁକୁ ଝାମ୍ପିନେଲା ବାଘ

ନୂଆପଡା: ନୂଆପଡାରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୭ ବର୍ଷ ଶିଶୁର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ରେଞ୍ଜ ଧରମବନ୍ଧା ଥାନା କଟିଙ୍ଗପାଣି ଗାଁ ଗୌଧସପଡାରେ । ଖବରମୁତାବକ, ଗୌଧସପଡାର ହୁମନ ମାଝୀଙ୍କ ୭ ବର୍ଷର ପୁଅ ଡମ୍ବରୁ ମାଝୀକୁ ଆଜି ସନ୍ଧ୍ୟାରେ…

ବିଦା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ, ବିଜେପି କହୁଛି ଯେମିତି ହେଲେ ରଖିବୁ!

ଭୁବନେଶ୍ୱର: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଣି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହି ଶୁଣାଣିରେ ବହୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କୁ କଡା ସମାଲୋଚନା କରିଥିବା ବେଳେ ତୁରନ୍ତ ଏହି ମାମଲାର ଫଇସଲା କରିବାକୁ…

ଛତିଶଗଡ ନିର୍ବାଚନ-୨୦୨୩: ଖୈରାଗଡରେ ପ୍ରିୟଙ୍କାଙ୍କ ୮ଟି ବଡ ପ୍ରତିଶ୍ରୁତି

ରାୟପୁର: ବିଧାନସଭା ନିର୍ବାଚନ-୨୦୨୩ ପାଇଁ ଛତିଶଗଡରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର । ଏଭଳି ପରିସ୍ଥିତିରେ ଛତିଶଗଡରେ ଜିତିବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ଦିନରେ ଦୁଇ ଦିନିଆ ଛତିଶଗଡ ଗସ୍ତରେ…