Latest Odisha News

BREAKING NEWS

ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ଦାବିରେ ଜେଲଭରା ଆନ୍ଦୋଳନ କରିବାକୁ ଚେତାବନୀ

କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ାରେ ମେଡ଼ିକାଲ କଲେଜ ଓ କେନ୍ଦ୍ରପଡ଼ା ମ୍ୟୁନିସପାଲଟିରେ ସିଟି ଡାକ୍ତରଖାନା ପ୍ରତିଷ୍ଠା ଦାବିରେ ଜେଲଭରା ଆନ୍ଦୋଳନ କରିବାକୁ ଚେତାବନୀ । ଚେତାବନୀ ଦେଲା କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ । ନଗର କଂଗ୍ରେସର ସଭାପତି ରାଜେଶ ମହାନ୍ତି ସଭାପତିତ୍ୱରେ ଅନୁଯଦଠିତ ହୋଇଥିଲା…

ଅନୁବାଦ କବିତା : ସମ୍ପର୍କ

ମୂଳ ବଙ୍ଗଳା : ଶ୍ୟାମଳୀ ସେନଗୁପ୍ତ ନଦୀ ସହିତ ନିଆଁର ଏକ ଅଲୌକିକ ସମ୍ପର୍କ ଯେମିତି ଚିତାର ପୋଡାକାଠ ଛୁଇଁ ରହିଥାଏ ତକିଆ। ମୃତ୍ୟୁ ପରେ ପୋଡୁନଥୁବା ନାଭିକୁଣ୍ଡଳୀର ବିଶ୍ରାମ ଘର ଜଳ ଓ ପଙ୍କ । ତା'ପରେ ଦିନେ ନାଭିରୁ ଥପୁଥାଏ ତେଲ ସେହି ତେଲରେ ଶରୀର ଭିଜାଇ ନିଏ ଝିଅ। ତେଲରୁ…

ଫର୍ଣ୍ଣିଚର ସୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର କୀର୍ତ୍ତି ନଗରରେ ଥିବା ଫର୍ଣ୍ଣିଚର ସୋ’ ରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା…

ପୁଣି ଚମକିଲେ ଓଡିଆ: ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ

ଭୁବନେଶ୍ବର: ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ପେଶା ତାଙ୍କର ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଡାକ୍ତର ହେଇକି ମଧ୍ୟ ସଂଗୀତକୁ ତାଙ୍କ ଜୀବନ ବୋଲି ସେ କହିଛନ୍ତି । ଜାତୀୟସ୍ତରର ଲୋକପ୍ରିୟ ସଂଗୀତ ପ୍ରତିଯୋଗିତା ସୋ ‘ଇଣ୍ଡିଆନ୍ ଆଇଡଲ୍‌-୧୪’ରେ ଓଡ଼ିଆ ଡାକ୍ତର…

ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ଏସ ମୂରଲୀଧର ବର୍ତ୍ତମାନ ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିବେ । ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ମାନ୍ୟବର ସୁପ୍ରିମକୋର୍ଟ । ଫୁଲକୋର୍ଟ ମିଟିଂରେ ମାନ୍ୟତା ଦେବାକୁ ନିଷ୍ପତ୍ତି…

ପ୍ରକାଶ ପାଇଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ତାଲିକା

ଭୁବନେଶ୍ୱର:ଘୋଷଣା ହେଲା ଅଖିଳ ଭାରତ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ । ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା , କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା,  ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ…

ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି…

ଅତ୍ୟାବଶ୍ୟକୀୟ ସାମଗ୍ରୀ ସହାୟତା ନେଇ ୩ଟି ସର୍ତ ରଖିଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ବୁଧବାର ମିଶର ରାସ୍ତା ଦେଇ ଗାଜାକୁ ମାନବୀୟ ସହାୟତା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବାକୁ ରାଜି ହୋଇଛି । ତେବେ ଏଥିନେଇ ୩ଟି ସର୍ତ ରଖାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁରୋଧ ଯୋଗୁ ଆମେ ଏଥିନେଇ ସହମତି ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ପିଜି ପଢ଼ିବା ପାଇଁ ଇନ୍‌ସର୍ଭିସ ଡାକ୍ତରଙ୍କ ରିଲିଭ୍ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଅଧ୍ୟୟନ ଛୁଟି ଏବଂ OMHS କ୍ୟାଡରର ଡାକ୍ତରୀ ଅଧିକାରୀଙ୍କ ଦରମା ପ୍ରଦାନକୁ ଅନୁମତି ଦେବା ପାଇଁ ଓଡିଶା ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିୟମିତ ଇନସର୍ଭିସ ଡାକ୍ତରମାନଙ୍କ ପିଜି ପଢ଼ିବାକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ

ଭୁବନେଶ୍ୱର: ଏକର କି ୨ ଏକର ନୁହେଁ, ପୁରା ୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ । ଏହି ସମୟରେ ଏନ୍ଫୋର୍ସମେଣ୍ଟ ଟିମ-ଜବରଦଖଲକାରୀ ମୁହାଁମୁହିଁ ହୋଇଥିବା ବେଳେ ଟେକାମାଡ ମଧ୍ୟ ହୋଇଥିଲା, ଏହା ସତ୍ତ୍ବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ବିଡିଏ। ଏଭଳି ଘଟଣା ଦେଖିବାକୁ ମିଳିଛି…