ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦୀ ସରକାର ସେନାକୁ ବ୍ୟବହାର କରୁଛି: ଖଡ଼ଗେ
ନୂଆଦିଲ୍ଲୀ: ସରକାରୀ ଯୋଜନାର ପ୍ରଚାର ପାଇଁ ସାରା ଦେଶରେ ସେଲ୍ଫି ପଏଣ୍ଟ ସ୍ଥାପନ କରିବାକୁ କହି ମୋଦୀ ସରକାର ସେନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବିଜେପି ସୈନିକଙ୍କ…