ମା’ଙ୍କ ସଚ୍ଚା ଭକ୍ତ: ହାତରୁ ଟଙ୍କା ଦେଇ ବନ୍ଧକ ଥିବା ଗହଣା ମୁକୁଳାଇଲେ ମୁସଲମାନ ଯୁବକ
କଟକ: ଭକ୍ତି ପାଇଁ କ’ଣ ବା ଲୋଡା ? କେବଳ ଭାବ ଟିକିଏ, ତ୍ୟାଗ ଟିକିଏ । ଧର୍ମ, ସଂପ୍ରଦାୟର ପରିଚୟ କିମ୍ବା ବିଧିବିଧାନ କ’ଣ କେବେ ଭକ୍ତିର ମାପିକାଠି ହୋଇପାରେ ? ବିଲକୁଲ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଏଠି ଆପଣଙ୍କୁ ଦେବୁ । ଆଉ କେଉଁଠି ନୁହେଁ, ଭାଇଚାରାର ସହର କଟକରେ ଏଭଳିକିଛି…