ଭାଷଣ ଦେବା ବେଳେ ଏମିତି କିଛି କହିଗଲେ ରାହୁଲ ଗାନ୍ଧୀ ! ଭିଡିଓ ସେୟାର କରି ଟ୍ରୋଲ କଲା ବିଜେପି
ନୂଆଦିଲ୍ଲୀ: ଘୋଷଣା ହୋଇଛି ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ। ଅନ୍ୟପକ୍ଷରେ ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଜାତି ଜନଗଣନା ସମ୍ପର୍କରେ କଂଗ୍ରେସର ମତାମତ ଦେଇଛନ୍ତି।…