କାନାଡାରେ ବିମାନ ଦୁର୍ଘଟଣା: ୨ ଭାରତୀୟ ଟ୍ରେନି ପାଇଲଟ ମୃତ
ନୂଆଦିଲ୍ଳୀ:ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି ବୋଲି ଶନିବାର ସରକାରୀ ସ୍ତରରେ କୁହାଯାଇଛି ।
ଦୁଇ ମୃତ ଟ୍ରନି ପାଇଲଟ ହେଲେ ଅଭୟ ଗାଡ୍ରୁ ଏବଂ ବିଜୟ ରାମୁଗଡେ । ଦୁଇ ୨…