ଗଠନ ହେବ ଜାତୀୟ ହଳଦୀ ବୋର୍ଡ; ବିଦେଶରେ ସୃଷ୍ଟି କରିବ ନୂଆ ବଜାର
ନୂଆଦିଲ୍ଲୀ: ବଢିବ ଓଡ଼ିଶାର ହଳଦୀ ମୂଲ୍ୟ । ୨୦୩୦ ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ଏକ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ…