Latest Odisha News

BREAKING NEWS

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ:ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ଆଶା.. ସ୍ୱପ୍ନ..ଆଖି ଲୁହରେ ଧୋଇଗଲା । ଶେଷରେ ଖବର ଆସିଲା ସିକ୍ମିମରେ ପ୍ରଳୟଙ୍କରୀ ବର୍ଷାରେ ନିଖୋଜ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏ ନେଇ ସହିଦ ସରୋଜ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ପରିବାର ଲୋକେ ବି…

ବାଣ ଉପରେ ଚଢିଗଲା କାର: ଭୟଙ୍କର ବିସ୍ଫୋରଣରେ ଗାଡ଼ି ଛିନଛତ୍ର, ଡାକ୍ତର ଗୁରୁତର

କେନ୍ଦ୍ରାପଡା:ରାସ୍ତାରେ ଶୁଖୁଥିଲା ବାଣ । ଏହି ବାଣ ଉପରେ ଚଢିଗଲା କାର । ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ହୋଇଗଲା କାର । ଭିତରେ ବସିଥିବା ଯୁବ ଡାକ୍ତରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି । ଏମିତି ଘଟଣା ଆଜି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ଗୁରୁତର…

ସ୍କ୍ରିପ୍ଟ ଭଲ ଲାଗିଲା ନାହିଁ ବୋଲି ‘ବର୍ଡ଼ର ୨’ ଅଫରକୁ ରିଜେକ୍ଟ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଫିଲ୍ମ ‘ବର୍ଡ଼ର ୨’ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ସାମ୍ନାକୁ ଆସିଛି। ସନ୍ନି ଦେଓଲଙ୍କ ‘ଗଦର ୨’ର ଚମତ୍କାର ପ୍ରଦର୍ଶନ ପରେ ନିର୍ମାତାମାନେ ‘ବର୍ଡ଼ର ୨’ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ କେବେଠାରୁ ନିର୍ମାଣ ହେବ ଏବଂ…

ଭିମସାରରେ ଉତ୍ତେଜନା, ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ପିଟାପିଟି

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ…

ବି.ଏସସି ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ, ସେୟାର କଲେ ନିଜର ଛାତ୍ର ଜୀବନ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି-୧୫’ର ନୂତନ ଏପିସୋଡ଼ ରୋଲଓଭର ପ୍ରତିଯୋଗୀ ଡ. ଆଶିଷଙ୍କଠାରୁ ଆରମ୍ଭ ହୋଇଛି। ବିଗ୍ ବି ତାଙ୍କୁ ଏକ ସହଜ ମେମୋରୀ ଟେକନିକ୍ ବା ସ୍ମୃତି କୌଶଳ ଦେଖିବାକୁ କହିଥିଲେ। ଏହି ସମୟରେ ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ…

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଫସିଯିବେ କି ?

ଜଗତସିଂହପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଏହାରିଭିତରେ ସାମ୍ନାକୁ ଆସିଛି ଆଉ…

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏ ଚାଲିବ ମେଲୋଡି

ଭୁବନେଶ୍ୱର: ଆସୁଛି ପୂଜା । ଏଥର ପୂଜାରେ ଜମିବ ରଙ୍ଗରଙ୍ଗ କାର୍ଯ୍ୟକ୍ରମ  ।  ରାଜଧାନୀରେ ରାତି ୧୨ଟା ଯାଏ ଚାଲିବ  ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ ।  ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏଥର  ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି।…

ଶିଖର ଧାୱନ ଓ ଆୟଶାଙ୍କ ଛାଡପତ୍ରକୁ ମଂଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଫ୍ୟାମିଲି କୋର୍ଟ କ୍ରିକେଟର ଶିଖର ଧାୱନ ଓ ଆୟଶା ମୂର୍ଖାଜୀଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଶିଖରଙ୍କ ପ୍ରତି ଆୟଶା ମାନସିକ କ୍ରୁରତା ବ୍ୟବହାର କରିଛନ୍ତି । ଧାୱନଙ୍କ ଅଭିଯୋଗକୁ ବିରୋଧ କରି ଆୟଶା କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କୋର୍ଟ କହିଛନ୍ତି…

ଏସିୟ କ୍ରିଡାରେ ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ପୁଅ କିଶୋର, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ…

ପୁରୀ: ଏସିୟ କ୍ରିଡାରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ କିଶୋର କୁମାର । ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଓଡିଶା ପାଇଁ ଇତିହାସ ରଚିଛନ୍ତି କିଶୋର । ୮୭.୫୪ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି କିଶୋର ପାଇଛନ୍ତି ଏହି ସଫଳତା । ସେପଟେ ଏସିଆନ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ…

ଗଠନ ହେବ ଜାତୀୟ ହଳଦୀ ବୋର୍ଡ; ବିଦେଶରେ ସୃଷ୍ଟି କରିବ ନୂଆ ବଜାର

ନୂଆଦିଲ୍ଲୀ: ବଢିବ ଓଡ଼ିଶାର ହଳଦୀ ମୂଲ୍ୟ । ୨୦୩୦ ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ଏକ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ।  ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି  ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ…