Latest Odisha News

BREAKING NEWS

ଟ୍ରକ ଡ୍ରାଇଭରଙ୍କ ଚତୁର ଝିଅ, ମିଛ ପୋଲିସ ଅଫିସର ହୋଇ ୨ ବର୍ଷ ଧରି ସତ ପୋଲିସଙ୍କୁ ଦେଉଥିଲା ଧୋକା

ରାଜସ୍ଥାନ: କୁହାଯାଏ ଯେ, ସତ କେବେ ଲୁଚି ରହେନା । ବିଳମ୍ବରେ ହେଉ ପଛେ କିନ୍ତୁ ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜାସ୍ଥାନ ବାସିନ୍ଧା ମୋନା ବୁଗାଲିଆଙ୍କ କ୍ଷେତ୍ରରେ । ଜଣେ ଟ୍ରକ ଡ୍ରାଇଭରଙ୍କ ଝିଅ ମୋନା ବୁଗାଲିଆ ଜଣେ ପୋଲିସ ଅଫିସର ହେବାକୁ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ

ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ହେବକି ଟିକିଏ ସମୟ ? ତୁମ ପାଖରେ ଯାଇ ବସନ୍ତି ( ଆମ ଘରେ ଲୋକଙ୍କ ଭାରି ଭିଡ଼ ଅନେକ ଜଞ୍ଜାଳ, ମା'ର ମେଜାଜ ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ ) ତୁମ ଘର ସିଡିରେ ଥିବା କୁଣ୍ଡରେ ନାନା ଜାତି ଫୁଲର ଚାରା ମୃଦୁ ପବନରେ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।…

୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୬ଟି ଅତ୍ୟାଧୁନିକ ‘108’ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି…

ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ଓଁକାର ମନ୍ଦିର ପୂଜକଙ୍କ ଆତ୍ମହତ୍ୟା। ବ୍ୟାସନଗର ପୌରାଞ୍ଚଳ ନୂଆ ମାର୍କେଟସ୍ଥିତ ଓଁକାର ମନ୍ଦିର ପୂଜକ ଆତ୍ମହତ୍ୟା କରିଛନ୍ତି। ପୂଜକ ଜଣଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର। ସେ ଦେବ ରଞ୍ଜନ କରଙ୍କ ପୁଅ ବିଶ୍ୱରଞ୍ଜନ ଓରଫ୍ ମଣ୍ଟୁ (୨୦) ବୋଲି ଜଣାପଡିଛି। ଘଟଣାରୁ…

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।…

ମହିଳାଙ୍କ ଦକ୍ଷତା ବିକାଶରେ ଯୋଡ଼ା ହେଲା ନୂଆ ଫର୍ଦ୍ଦ, ଉତ୍କର୍ଷ ହେବ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ବୈଠକ। ଏହି ବୈଠକରେ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ସହ ମହିଳା ଓ ଶିଶୁ ବିକାଶ ବିଭାଗର ବୁଝାମଣା ପତ୍ର…

ଏନିଡିଏରେ ବିଆରଏସ ଯୋଗ ଦେବା ପ୍ରସଙ୍ଗ: ମୋଦୀଙ୍କ ଦାବିକୁ ମିଛ କହିଲେ କେସିଆର

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ରାଜନୀତି ସରଗରମ। ଚଳିତ ବର୍ଷ ଶେଷରେ ତେଲେଙ୍ଗାନାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାର ନିଜାମବାଦରେ ପହଞ୍ଚି ରାଜ୍ୟବାସୀଙ୍କୁ ଆଠ ହଜାରରୁ…

ଏସିଆନ ଗେମ୍ସ: ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଇତିହାସ ରଚିଲେ ଓଡିଶାର କିଶୋର

ଭୁବନେଶ୍ୱର: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଓଡିଶାର କିଶୋର ଜେନା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ୮୭.୫୪ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ୮୮.୮୮…