Latest Odisha News

BREAKING NEWS

ସରିଲା ଚର୍ଚ୍ଚିତ କପଲଙ୍କ ବିବାହ : ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ  । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ ସାମିଲ…

ବିବାଦ ଭିତରେ କାନାଡା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ-କହିଲେ, ଭାରତ ସହ ସମ୍ପର୍କ ଆମ ପାଇଁ ଖୁବ ମହତ୍ୱ ରଖେ

ନୂଆଦିଲ୍ଲୀ: ଭାରତ-କାନାଡା ରିସ୍ତାରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବ୍ଲେୟର ଭାରତ ସହ କାନାଡାର ସମ୍ପର୍କକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣୁ ଭାରତ ସହ ଆମର ସମ୍ପର୍କ…

ପାର୍କରେ ଘାସ କାଟିବାବେଳେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ ଅଭାବନୀ୍ୟ ଘଟଣା ଘଟିଛି । ପାର୍କରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଖଦାଳପଡାର ବାସନ୍ତୀ ଦାସ ବୋଲି ଜଣାପଡିଛି । ସବୁ ଦିନ ପରି ଆଜି ସକାଳୁ…

ଏସିଆନ ଗେମରେ ଭାରତର ସ୍ୱର୍ଣ୍ଣିମ ଯାତ୍ରା: ଏୟାର ରାଇଫଲ ଟିମ୍ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ହାଙ୍ଗଝୋଡ:ଏସିଆନ ଗେମରେ ଦମଦାର ଯାତ୍ରା ଆରମ୍ଭ କରିଥିଲା ଭାରତ । ସେହି ଯାତ୍ରାର ଏବେ ସ୍ୱର୍ଣ୍ଣିମ ଅଧ୍ୟାୟ । ଅର୍ଥାତ ପଦକ ପରେ ପଦକ ହାତେଇ ଚାଲିଥିବା ଭାରତ ଏବେ ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଛି । ଆଜି ଏୟାର ରାଇଫଲ ଟିମ ଭାରତ ପାଇଁ ଛଡାଇ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ଆଜି ରୁଦ୍ରାଂଶ…

ଆଠଗଡ ତିଗିରିଆରେ ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର

ଆଠଗଡ: କଟକ ଆଠଗଡ ତିଗିରିଆରେ ଅଭାବନୀୟ ଘଟଣା ଘଟିଛି  । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି  । ଫଳରେ ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ…

ଗଞ୍ଜାମ ଖଲ୍ଲିକୋଟରେ ଅଘଟଣ: କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ୩…

ଭୋପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ରୋଡ୍ ସୋ ସହ ଜାମ୍ବୋରୀ ଗ୍ରାଉଣ୍ଡରେ ୧୦ ଲକ୍ଷ କର୍ମୀଙ୍କୁ ଦେବେ ବିଜୟର…

ଭୋପାଳ : ଆଜି ଭୋପାଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଥିଲାଗି କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ପୁରା ସହର । ସକାଳ ୧୦ଟା ୫୫ ରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବିମାନ ବନ୍ଦରରୁ ସିଧାସଳଖ ହେଲିକପ୍ଟର ଯୋଗେ ଜାମ୍ବୋରୀ…

ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଚାଲିକି ଯାଉଥିବାବେଳେ ଧକ୍କା ଦେଲା କାର୍, ୩ ମୃତ, ୨ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ନାସିକ ଜିଲ୍ଲାର କଲ୍ୟାଣ ନାସିକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ୫ ଜଣ ବ୍ୟକ୍ତି ରାସ୍ତାରେ ଚାଲିକି ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

କବିତା : କେନ୍ଦ୍ରରେ ତୁମେ

ରାଜ କିଶୋର ଦାସ  ତୁମ ଆଡ଼କୁ ହାତ ଟେକି ବୁଡ଼ି, ବୁଡ଼ି, ଯାଉଥିଲା ବେଳେ, ବିଶ୍ଵାସ ଥାଏ, ତୁମେ ହାତ ବଢ଼େଇବ, ଉଦ୍ଧାରିବ ! ମିଛ । ବୁଡ଼େଇବାରେ ସିଦ୍ଧ ତୁମେ ହସ ନ’ଆସିଲେ ବି, ହସୁଥାଅ, କିଏ ବୁଡ଼ିଲେ, ଭାସିଲେ, ତୁମର ଯାଏ ଆସେ କେତେ ? ଚନ୍ଦନରେ, ଭେଳାରେ, ହାନ୍ଦୋଳାରେ…

ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ପୁରୀରେ କଳାପତାକା ପ୍ରଦର୍ଶନ

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସମୀର ରଞ୍ଜନ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଗସ୍ତରେ ଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ଆଜି ସକାଳେ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ବେଦପୁର ଠାରେ ଏକ ପ୍ରକଳ୍ପର ଉଦଘାଟନ ପାଇଁ ସମୀର…