ପ୍ରଭାସ ଅଭିନୀତ କଲକି ୨୮୯୮ ଏଡିର ଫଟୋ ଲିକ, ଆଇନର ଆଶ୍ରୟ ନେଲେ ମେକର୍ସ
ମାଡ୍ରାସ: ଫିଲ୍ମ ମେକର୍ସ ପାଇରେସି ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସାଇ-ଫାଇ ଥ୍ରୀଲର କଲକି ୨୮୯୮ ଏଡିରେ ପ୍ରଭାସଙ୍କ ଫଟୋ ଲିକ ହୋଇଛି । ମେକର୍ସ ଏ ନେଇ ଆଇନର ଆଶ୍ରୟ ନେଇଛନ୍ତି । ନାଗ ଅଶ୍ୱୀନ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ଲୁକକୁ ଆରମ୍ଭରୁ…