Latest Odisha News

BREAKING NEWS

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…

କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଲେ ଜେଲ୍ କର୍ମଚାରୀ

ଜଗତସିଂହପୁର: କଳା ବ୍ୟାଜ୍ ପିନ୍ଧି ନିଜ ଦାଇତ୍ଵ ତୁଲାଇବା ସହ ଶାନ୍ତି ଶୃଙ୍ଖଳା ସହିତ ପ୍ରତିବାଦ ଜଣାଇଲେ ଜଗତସିଂହପୁର ଜେଲରେ ଥିବା କାର୍ଯ୍ୟରତ କର୍ମଚାରୀ। ସୂଚନା ମୁତାବକ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ନିଜର ୫ଦଫା ଦାବି…

ଚିକିତ୍ସା ପାଇଁ ନୁହେଁ, ଛୁଟି କାଟିବାକୁ ଆମେରିକା ଯାଇଛନ୍ତି ଧମେନ୍ଦ୍ରଙ୍କ ପରିବାର

ମୁମ୍ବାଇ: ଗଦର୨ର ସଫଳତା ପରେ ସନୀ ଦେଓଲ ତାଙ୍କ ହଜି ଯାଇଥିବା ଷ୍ଟାରଡମ ଫେରି ପାଇଛନ୍ତି । ନିକଟରେ ସନୀ ଦେଓଲ ତାଙ୍କ ବାପା ଧର୍ମେନ୍ଦ୍ର ଏବଂ ପରିବାରର ଅନ୍ୟମାନଙ୍କ ସହ ଛୁଟି କାଟିବା ପାଇଁ ଆମେରିକା ଯାଇଛନ୍ତି । ଧମେନ୍ଦ୍ର ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ଏହାର ଫଟୋ ଏବଂ ଭିଡିଓ ମଧ୍ୟ…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ…

ବାଣଫୁଟା ନେଇ ନିଷେଧାଦେଶ ଜାରି ହୋଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ଆପ୍ ସରକାର। ଏହାକୁ ସ୍ୱାଗତ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ସରକାରଙ୍କ ବାଣ ବିକ୍ରୟ ତଥା ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି…

ନରସିଂହଙ୍କ ‘ଗୁମାସ୍ତା ଶାସନ’ର ଜବାବ ଦେଲେ କୃଷିମନ୍ତ୍ରୀ; କହିଲେ, ନିଜ ଦଳ ସମ୍ଭାଳ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜନୈତିକ ବୟାନବାଜି ଥମୁନି । ଏହି ବୟାନବାଜି ଖାଲି ସୌମ୍ୟ-ବିଜେଡି ମଧ୍ୟରେ ସୀମିତ ହୋଇନାହିଁ । ସୌମ୍ୟଙ୍କ ନାଁ ନ ନେଇ ଆଜି  ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ  ରଣେନ୍ଦ୍ର…

ଉଜ୍ଜଳା ଯୋଜନା ଅନ୍ତର୍ଗତ ମାଗଣାରେ ୭୫ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ବଡ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନା ଅନୁଯାୟୀ ମାଗଣାରେ ମହିଳାଙ୍କୁ ୭୫ ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦିଆଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୬ ପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ ହେଲେ ଡିଏଫଓ ବିଜୟ କୁମାର ପରିଡା

ରାୟଗଡା: ନିଲମ୍ବିତ ହେଲେ କୋଟିପତି ରାୟଗଡ଼ା ଡିଏଫଓ ଡ.ବିଜୟ କୁମାର ପରିଡ଼ା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଭିଯୁକ୍ତ ବିଜୟ କୁମାର ପରିଡ଼ାଙ୍କୁ କୋରାପୁଟ ସ୍ଥିତ ଆରସିସିଏଫଙ୍କ କାର୍ଯ୍ୟାଳୟରେ ହାଜିରା…

ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ମୂଷା, ଗୁଣ୍ଡୁଚି ମୂଷା ଓ ଠେକୁଆଙ୍କୁ ଧରିବା ପାଇଁ ବ୍ୟବହାର କରାଯାଛଥିବା ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଛି । ଏହି କ୍ରୁର ଓ ଅମାନବୀୟ ପଦ୍ଧତି ଯୋଗୁ ନିରୀହ ଜନ୍ତୁର ମୃତ୍ୟୁ ଘଟୁଥିବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ନିର୍ମାତା,…

ରେଳ ଧାରଣାରେ ପଡିଲା ବୋଲ୍ଡର, ଗଛ: ଟ୍ରେନ ଚଳାଚଳ ବ୍ୟାହତ

ଭୁବନେଶ୍ୱର: ବର୍ଷା ଯୋଗୁ ରେଳ ଚଳାଚଳ ବ୍ୟାହତ ।   ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ଓଡିଶାର କୋରାପୁଟରେ ଟିଗିରି ଏବଂ ଲାଲିଗୁମା ମଧ୍ୟରେ ବୁଧବାର ରେଳ ଚଳାଚଳ ବ୍ୟାହତ ହୋଇଛି । ଲଗାଣ ବର୍ଷା ଯୋଗୁ ଏହି  ଟ୍ରାକରେ ବିରାଟ ବୋଲ୍ଡର ଏବଂ ଗଛ ଉପୁଡି ପଡ଼ିବା ଫଳରେ ରାୟଗଡା ଏବଂ କୋରାପୁଟ…