Latest Odisha News

BREAKING NEWS

ବକେୟା ଲୋନ୍ ଟଙ୍କା ପୈଠ ନକଲେ ତିହାର ଜେଲ୍ ପଠାଇବୁ, ସ୍ପାଇସଜେଟ୍ ମାଲିକଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସ୍ପାଇସ ଜେଟ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂହଙ୍କୁ ଚେତାବନୀ ଦେଇଛନ୍ତି ଯେ କ୍ରେଡିଟ୍ ସୁଇସ୍ ଏଜିକୁ ୫୦୦,୦୦୦ ଡ଼ଲାର ଦେବାକୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ପାଳନ ନଲେ ତାଙ୍କୁ ତିହାର ଜେଲକୁ ପଠାଯାଇପାରେ। ସେପ୍ଟେମ୍ବର ୨୨ ସୁଦ୍ଧା…

ଜମ୍ମୁ କଶ୍ମୀର ଏନକାଉଣ୍ଟର: ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ, ଜଣେ ଡିଏସପି ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଆତଙ୍କବାଦୀଙ୍କ ଗୁଳିରେ ୨ ସେନା ଅଧିକାରୀ ସହିଦ ହୋଇଥିବା ସୂଚନା ରହିଛି। ସ୍ଥଳସେନାର ଜଣେ କର୍ଣ୍ଣେଲ ଓ ଜଣେ ମେଜର ସହିଦ ହୋଇଛନ୍ତି। ସହିଦ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ…

ଇଂଲଣ୍ଡ ପାଇଁ ଦିନିକିଆ କ୍ରିକେଟରେ ଇତିହାସ ରଚିଲେ ବେନ ଷ୍ଟୋକ୍ସ

ଲଣ୍ଡନ:ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରେ ଇଂଲଣ୍ଡ ପାଇଁ ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ସେ ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । ଷ୍ଟୋକ୍ସ ଏହି ମ୍ୟାଚରେ ୧୫ ଚୌକା ଓ ୯ଛକା ସହାୟତାରେ ୧୮୨ ରନର ଇନିଂସ ଖେଳିଛନ୍ତି । ଦିନିକିଆ କ୍ରିକେଟରେ ଏହା…

ଅକ୍ଷୟ, ସୁନୀଲ ଅଭିନୀତ ଧଡକନର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ୨୦୦୦ରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଓ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ରୋମାଂଟିକ ଡ୍ରାମା ଧଡକନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଫିଲ୍ମର ଗୀତ ଏବଂ କଳାକାରଙ୍କ ଜୀବନ୍ତ ଅଭିନୟ ଏବେ ବି ଫିଲ୍ମକୁ ସ୍ମରଣୀୟ କରି ରଖିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମେକର୍ସ…

ଆନନ୍ଦ ବଜାର ଶୃଙ୍ଖଳା ନେଇ ସ୍ୱତନ୍ତ୍ର ବୈଠକ, ଭକ୍ତଙ୍କୁ ମାଗଣା ମହାପ୍ରସାଦ ନେଇ ହୋଇପାରିଲାନି ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ସ୍ପେନରୁ ମିଳିଲା ପ୍ରଥମ ସି-୨୯୫ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବୃଦ୍ଧି କରୁଛି। ଏଣିକି ଆହୁରି ଶକ୍ତିଶାଳୀ ହେବ ବାୟୁସେନା। ଏଥି ସହିତ ସ୍ବଦେଶୀ ବିମାନ ଉପରେ ବାୟୁସେନା ଗୁରୁତ୍ୱାରୋପ କରୁଛି। ବର୍ତ୍ତମାନ ବାୟୁସେନାରେ ସାମିଲ ହେବ ସି-୨୯୫ ଏମଡବ୍ଲ୍ୟୁ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ।…

ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ଭୁବନେଶ୍ୱର: ବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୧୦ଟା ଯାଏ ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଭୁବନେଶ୍ୱର ପାଣିପାଗ ବିଭାଗ…

ମୋଦିଙ୍କ ଏମପି, ଛତିଶଗଡ ଗସ୍ତ, ଜିତିବା ଆଶାରେ ବିଜେପି

ଭୁବନେଶ୍ୱର: ଦେଶର ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଓଲ୍ହାଇବେ। ସେଥିପାଇଁ ଦଳ ପକ୍ଷରୁ ବ୍ୟାପକ ଯୋଜନା ହୋଇଛି। ଏହି କ୍ରମରେ ରାତି ପାହିଲେ ଅର୍ଥାତ ୧୪ ତାରିଖରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତ କରିବେ। ଏମପିରେ ମୋଦି ବୀଣା…

ଦୁନିଆ ସ୍ତବ୍ଧ: ମେକ୍ସିକୋ ସଂସଦରେ ପ୍ରଦର୍ଶନ କରାଗଲା ଏଲିୟନ୍ସଙ୍କ ଶବ !

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଏଲିୟନ୍ସଙ୍କ ଅସ୍ତିତ୍ୱ ରହିଛି ? ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି କି ? ଏହି ପ୍ରଶ୍ନର ଉତର ବୈଜ୍ଞାନିକମାନେ ଦୀର୍ଘ ଦିନ ଖୋଜି ଆସୁଛନ୍ତି । ବୁଧବାର ମେକ୍ସିକୋ ସଂସଦରେ ଏ ଭଳି ଏକ ଘଟଣା ଘଟିଲା ଯାହାକି ସାରା ଦୁନିଆକୁ ସ୍ତବ୍ଧ କରିଦେଇଛି । ପ୍ରଥମ…

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…