Latest Odisha News

BREAKING NEWS

ସିଡବଲ୍‌…. ଫାଙ୍କା ଜାଗାରେ ଫିଙ୍ଗିଦିଅ, ସବୁଜିମାରେ ହସିବ ଦୁନିଆ

ଭୁବନେଶ୍ୱର: ସିଡବଲ.. ଯେଉଁଠି ଫିିଙ୍ଗିଦେବ ଗଛଟିଏ ପାଇବ । ସିଡବଲ ଭରିଦେବ ସବୁଜିମା , କମାଇବ ଗ୍ଲୋବାଲ ୱର୍ମିଂ । ତେଣୁ ଆସ..ସିଡବଲ ଧରିବା । ଯୁଆଡେ ଇଚ୍ଛା ସିଆଡେ ପିଙ୍ଗି ଦେବା । ଆମ ପରିବେଶକୁ ସବୁଜ ସୁନ୍ଦର କରିଦେବା । ଆପଣ ଭାବୁଥିବେ କ’ଣ ଏହି ସିଡବଲ ? କେଉଁଠି ମିଳୁଛି ସିଡବଲ ?…

ଗାଁ ନାଳରେ ବୁଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୋନପୁର: ଝିଅ ଶାଶୂ ଘରେ କେମିତି ଅଛି ଦେଖିବାକୁ ଆସିଥିଲେ ବାପା-ମା’ । ହେଲେ ଏ ଦେଖା ତାଙ୍କର ଶେଷ ଦେଖା ପାଲଟିଗଲା । ଝିଅ ଶାଶୂ ଘର ଗାଁ ନାଳରେ ବୁଡି ଚାଲିଗଲା ବାପାଙ୍କ ଜୀବନ । ମା’ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।   ପାଣିରେ ବୁଡି ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର ।…

କେନ୍ଦ୍ରମନ୍ତ୍ରୀଙ୍କ ଘରେ କାହିଁକି ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରାଗଲା ? ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଜଣେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ତାଙ୍କ ପୁଅ ବିକାଶଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ପୋଲିସ ଜବତ କରିଛି । ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି  ଜେରା କରୁ୍‌ଥିବାବେଳେ ହତ୍ୟାର…

ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେପ୍ଟେମ୍ବର ୨ ଓ ୩ ରେ ମନ୍ତ୍ରୀ ଗସ୍ତ କରିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରାଜନାଥ…

କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ଅନୁଗୁଳ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ: ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମସିଏଲ ବିସ୍ଥାପନ ନେଇ କରୁଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ବିଜେଡି ଆନ୍ଦୋଳନ ସ୍ୱରୂପ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଛି। ବିଜେଡିର କହିବା କଥା ଗତ କିଛି ବର୍ଷ ହେଲା ଅନୁଗୁଳ…

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର

ଭୁବନେଶ୍ଵର: ରିଲିଜ ହେଲା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର । ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା' ସହ ବଡ଼ ପରଦାରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ ।…

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍…

ସବୁଜ ରଙ୍ଗର ଅଣ୍ଡା: ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ

ଭୁବନେଶ୍ୱର: ସାଧାରଣତଃ ପ୍ରୋଟିନ ଓ କ୍ୟାଲସିୟମର ଆବଶ୍ୟକତା ପୂରା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି। ମଣିଷର ଖାଦ୍ୟ ତାଲିକାରେ ରହିଥିବା ଅନେକ    ପ୍ରକାର କ୍ୟାଲସିୟମ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭିତରୁ ଅଣ୍ଡା ଅନ୍ୟତମ। ସାଧାରଣତଃ ଜଣେ ବ୍ୟକ୍ତି ସର୍ବାଧିକ ୪ ରୁ ୫…

ଇସ୍ରୋ ବୈଜ୍ଞାନିକଙ୍କୁ ନିବେଦନ, ମୋଦୀଙ୍କୁ ସୂର୍ଯ୍ୟାଲୋକରେ ପହଁଚାଅ: ଲାଲୁ

ମୁମ୍ବାଇ: ଦୀର୍ଘ ସମୟ ପରେ ଲାଲୁ ଯାଦବ ଏକ ସର୍ବସାଧାରଣ ସଭାରେ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ଉଦବୋଧନ ଦେଉଥିବା ବେଳେ ସେ ତାଙ୍କ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଲାଲୁ ଯାଦବ ମଞ୍ଚରେ ବସିଥିବା ସମସ୍ତ ନେତାଙ୍କୁ ଶୁଭେଚ୍ଛା…

ଇଣ୍ଡିଆ ମେଣ୍ଟ ବିରୋଧୀ ଏକାଠି ହେଲେ ବିଜେପି ଜିତିବା ଅସମ୍ଭବ: ରାହୁଲ

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଛନ୍ତି। ମେଣ୍ଟ ମଧ୍ୟରେ ଆସନ…