Latest Odisha News

BREAKING NEWS

ଆଜି ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା; ଶ୍ରୀମନ୍ଦିରରେ ପାଳିତ ହେବ ବଳଭଦ୍ର ଜନ୍ମ

ପୁରୀ:  ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ।  ଶ୍ରୀବଳଭଦ୍ରଙ୍କ ଜନ୍ମଦିନ। ଆଜି ମଧ୍ୟ  ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା । କାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲେ ହେଁ ଆଜି…

ସେପ୍ଟେମ୍ବର ୫ରେ କଂଗ୍ରେସରେ ମିଶ୍ରଣ ପର୍ବ, ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଏକ 'ମିଶ୍ରଣ ପର୍ବ' ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ,…

ଅନୁବାଦ କବିତା : ମେଘ ନଚାହିଁ ବି

ମୂଳ ବାଂଲା : ଶାମସୁର ରହମାନ ମେଘ ନଚାହିଁ ବି ପାଣି ମିଳିଯିବା ପରି ମୋ ହାତ ତୁମ ହାତପରେ ଏଇ ପ୍ରଥମ ଥର ପାଇଁ ପାଇଲି ତୁମର ସ୍ପର୍ଶ ମୋ ଭିତରେ କଣ ଯେ ହେଇଗଲା କିଏ ମତେ କହିବ ତାର ଅର୍ଥ ! ଆକାଶରେ ଗୋଲ ଜହ୍ନ ଖୁବ୍ ଚକମକ କରୁଥିଲା ନୂଆ ବାଦଶାହୀ ମୁଦ୍ରା ପରି ଅଥଚ ମୁଁ…

ରକ୍ଷା ବନ୍ଧନରେ ଜୋର ଧରିଲା କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି

କେନ୍ଦ୍ରପଡା: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରାସବାଲିକୁ ଭୌଗଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍ ପ୍ରଦାନ ଦାବିରେ ଆଜି ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନଃରୁଦ୍ଧାର ସମିତି (ସ୍ଥାନୀୟ ସଙ୍ଗଠନ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପ୍ରଭୁ ବଳଦେବଜୀଉଙ୍କ ଜନ୍ମ…

ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଏତଲା ପରେ ଫେରାର ଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟାଗଡ଼ ଅଞ୍ଚଳରେ ଥିବା ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ନାବାଳିକା ଜଣକ ସାମାନ୍ୟ ଜଟିଳତା ଅନୁଭବ କରିବାରୁ ତାଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

ଭୁବନେଶ୍ୱର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ…

୮୦% ଭାରତୀୟ ଏବେ ବି ମୋଦୀଙ୍କ ପ୍ରତି ସକରାତ୍ମକ ମନୋଭାବ ରଖିଛନ୍ତି: ପ୍ୟୁ ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗୋଟିଏ ଭଲ ଦୃଷ୍ଟିକୋଣ ରଖିଛନ୍ତି । ଯାହାର ପ୍ରଭାବ ବିଶ୍ୱବ୍ୟାପୀ ମଧ୍ୟ ବୃଦ୍ଧିପାଉଥିବା ଦେଖିବାକୁ ମିଳିଛି। ୨୦୨୩ ମାର୍ଚ୍ଚ ୨୫ରୁ ମେ ୧୧ ମଧ୍ୟରେ ହୋଇଥିବା…

ଜିଏମ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଛଅ ଶ୍ରମିକ ଆହତ

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ୍ ଆଇରନ ପ୍ଲାଣ୍ଟର ଫର୍ଣ୍ଣେସରେ ବିସ୍ଫୋରଣ ଘଟି 6 ଜଣ ଶ୍ରମିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଫର୍ଣ୍ଣେସ୍ ତିନି ନମ୍ବର ପ୍ଲାଣ୍ଟରେ ଶ୍ରମିକମାନେ ଡ୍ୟୁଟି କରୁଥିବା ବେଳେ କୌଣସି ଅଜଣା କାରଣରୁ ଫର୍ଣ୍ଣେସ୍ ଫାଟି…