ବେଦାନ୍ତ ବିରୋଧରେ ବିଜୟୀ ପରେ ସେପ୍ଟେମ୍ବର ୯ରେ ଆୟୋଜନ ହେବ କୃଷକ ବିଜୟ ସମାବେଶ
ପୁରୀ: ଆଗାମୀ ସେପ୍ଟେମ୍ବର ୯ ତାରିଖରେ କୃଷକ ବିଜୟ ସମାବେଶ ମହା ସମାରୋହରେ ପାଳନ ହେବ। ରାଜ୍ୟ ସରକାରଙ୍କ ବେଆଇନ ଜମି ଅଧିଗ୍ରହଣ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ହୋଇଥିବା ମାମଲାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ବିଜୟୀ ହେବାପରେ ଏହି ବିଜୟ ପାଳନ କରିବାକୁ ନିଷ୍ପତ୍ତି…