ଭୋଟର ଲିଷ୍ଟ ପ୍ରସ୍ତୁତ, ଯେ କୌଣସି ସମୟରେ ହୋଇପାରେ ଜମମୁ କଶ୍ମୀରରେ ନିର୍ବାଚନ: କେନ୍ଦ୍ରର ବଡ ଘୋଷଣା
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ହୋଇପାରେ ନିର୍ବାଚନ । ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ କେନ୍ଦ୍ର ସରକାରଙ୍କର ବଡ ଘୋଷଣା ।ସୁପ୍ରିମ କୋର୍ଟରେ ଆର୍ଟିକିଲ ୩୭୦କୁ ନେଇ ଶୁଣାଣି ଚାଲିଥିବାବେଳେ ଏପରି ଘାେଷଣା କରିଛି କେନ୍ଦ୍ର । ଏଥିନେଇ ଭୋଟର ଲିଷ୍ଟ ମଧ୍ୟ ପ୍ରସ୍ତୁତ…