Latest Odisha News

BREAKING NEWS

ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି। ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ। ହତ୍ୟା ଅଭିଯୋଗରୁ ମନୀଷଙ୍କୁ…

ଆମ ପାଖରେ ପ୍ରଧାନମନ୍ତ୍ରୀ ଚେହେରା ଅନେକ, ବିଜେପି ପାଖରେ କେବଳ ଜଣେ: ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ)ର ନେତାମାନେ ବୁଧବାର ଦିନ କହିଛନ୍ତି ଯେ ବିଜେପି ତୁଳନାରେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ସେମାନଙ୍କ ପାଖରେ ଅନେକ ବିକଳ୍ପ ରହିଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ମୁମ୍ବାଇ…

ଲୋକସଭା: ଅଧୀରଙ୍କ ବିରୋଧରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ !

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଉପରୁ ଲୋକସଭାରୁ ନିଲମ୍ବନ ପ୍ରତ୍ୟାହାର ହେବ ବୋଲି ଆଶା କରାଯାଉଛି। ଅଧୀରଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ସୁପାରିସ କରି ଗୃହର ବିଶେଷାଧିକାର କମିଟି ଏକ ପ୍ରସ୍ତାବ ଗ୍ରହଣ କରିଛି। ଏହି ମାମଲାର ସମାଧାନ ପାଇଁ ଅଧୀର ବୁଧବାର…

୬ ବର୍ଷ ହେବ ପାକିସ୍ତାନଠାରୁ ଦିନିକିଆ କ୍ରିକେଟରେ ଭାରତ ହୋଇନି ପରାଜିତ

ମୁମ୍ବାଇ: ଏସିଆ କପ କ୍ରିକେଟ ଆରମ୍ଭ ହୋଇଯାଇଛି । ଏବେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ସେପ୍ଟମ୍ବର ୨ରେ ଉଭୟ ଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ୪ ବର୍ଷ ପରେ ଉଭୟ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ୨୦୧୯ ବିଶ୍ୱକପରେ ଭାରତ…

ପୁଣି ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀ, ବ୍ୟବସାୟୀଙ୍କୁ କରୁଛନ୍ତି ଡେଟ୍ !

ମୁମ୍ବାଇ: ବ୍ୟବସାୟୀଙ୍କ ପ୍ରେମରେ ପଡିଲେ ରିୟା ଚକ୍ରବର୍ତ୍ତୀ।। ରିୟା ଚକ୍ରବର୍ତ୍ତୀଙ୍କ ବଏଫ୍ରେଣ୍ଡ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲେ। ଏହା ପରେ ରିୟା ବଣ୍ଟି ସାଜଦେହଙ୍କ ସହ ରିଲେସନସିପରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ରିୟା ଅନ୍ୟ ଜଣେ…

କଲେଜ ପରିସରରେ ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଯୁକ୍ତ-୨ ଦ୍ୱିତୀୟ ବର୍ଷର ଜଣେ ଛାତ୍ର କଲେଜ ନିକଟରେ ଥିବା ଏକ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି। ମୃତକ ହେଲେ ବେତନଟୀ ଥାନା ଅନ୍ତର୍ଗତ କେସିପୁର ଗାଁ ନିକଟସ୍ଥ ରାଗଧା ଗାଁର ହାଡିବନ୍ଧୁ ସିଂଙ୍କ ପୁଅ…

ଏମିତି ବି ଆସେ ମୃତ୍ୟୁ : ହୋଟେଲରେ ଖାଇବାକୁ ବସିଥିଲେ ଟଳିପଡିଲେ

ପୁରୀ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହୋଟେଲକୁ ଖାଇବାକୁ ଆସି…

ଦିଲ୍ଲୀ ଭଜନପୁରାରେ ଫୁଟିଲା ଗୁଳି : ଆମାଜନ୍ ସିନିଅର୍ ମ୍ୟାନେଜର ମୃତ, ସହକର୍ମୀ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ଭଜନପୁରାରେ ଫୁଟିଲା ଗୁଳି  । ଆମାଜନର ମ୍ୟାନେଜରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହରପ୍ରିତ ସିଂ ବୋଲି ଜଣାପଡିଛି । ସେ ତାଙ୍କ ମାମୁଁ  ଗୋବିନ୍ଦଙ୍କ ସହ ବାଇକରେ ଯାଉଥିବାବେଳେ ଭଜନପୁରା ଅଞ୍ଚଳରେ ଗୁଳିମାଡ ହୋଇଛି  ।  ଘଟଣା ସ୍ଥଳରେ…

ଗାଜିଆବାଦରେ ଛାତିଥରା ହତ୍ୟାକାଣ୍ଡ: କୋର୍ଟରେ ଓକିଲଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଉତ୍ତର ପ୍ରଦେଶ:  ଗାଜିଆବାଦ ସିହାନିଗେଟ୍‌ ଥାନା ଅଞ୍ଚଳରେ ଛାତିଥରା ହତ୍ୟାକାଣ୍ଡ ଘଟିଛି। କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି। ଓକିଲ ନିଜ ଚ୍ୟାମ୍ବରରେ ବସିଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

ଚାଇନାର ମ୍ୟାପ୍‌ ବିବାଦ: ମୋଦୀ ସରକାରଙ୍କୁ ମିଛୁଆ କହିଲେ ରାହୁଲ

ନୂଆଦିଲ୍ଲୀ: ଚାଇନା ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି। ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି। ଚୀନର ଏହି ନୂଆ ମାନଚିତ୍ରକୁ ନେଇ କଂଗ୍ରେସ…