ଜେଲରେ କଏଦୀଙ୍କ ଭିଡ଼ କମାଇବାକୁ ଓଡ଼ିଶା ଆପଣାଇଲା ଜିପିଏସ ବ୍ୟବସ୍ଥା
ଭୁବନେଶ୍ୱର: ଜିପିଏସ୍ ସୁବିଧାରେ ବିଚାରାଧୀନ କଏଦୀଙ୍କ ଉପରେ ନଜର ରଖାଯାଇପାରିବ। ଏହାକୁ ଲାଗୁ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ଏପରି ଏକ ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି। ଏହି ଜିପିଏସ ଟ୍ରାକିଂ ପାଇଁ ୧୦ ହଜାରରୁ…