Latest Odisha News

BREAKING NEWS

ଉତ୍ତରାଖଣ୍ଡର କଙ୍କାଳ ହ୍ରଦ: ଏହାର ନାଁ ଏପରି କାହିଁକି, ଜାଣନ୍ତୁ ଏହାର ରହସ୍ୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ସାଧାରଣତଃ କିଛି ଶାନ୍ତ ଜାଗାକୁ ବୁଲିଯିବା କଥା କହିଲେ ମନକୁ ଆସେ କିଛି ପାହାଡିଆ କିମ୍ବା ନଦୀକୂଳିଆ ସ୍ଥାନ । ଅନେକ ଲୋକେ ନଦୀ କୂଳିଆ ସ୍ଥାନ ଓ ସମୂଦ୍ରକୂଳକୁ ଯିବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ କିଛି ଶୁନଶାନ ଯାଗାକୁ ଯିବାକୁ ପସନ୍ଦ କରନ୍ତି । ଏପରି ଏକ…

ଅମୃତ ଭାରତ ଯୋଜନା; ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ…

ସୁପ୍ରିମ ଆଶ୍ୱସ୍ତି ପରେ ବାସହରା ରାହୁଲଙ୍କ ବଙ୍ଗଳାକୁ ନେଇ ବଢ଼ିଲା ସସପେନ୍ସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟତା ପୁଣି ଫେରି ପାଇବେ। ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ସାଂସଦ ଭାବେ କାର୍ଯ୍ୟକ୍ଷେତ୍ରକୁ ଫେରିବା ସହ ପୁଣି ଥରେ ସାଂସଦ ହେବେ ରାହୁଲ। ଏଥିସହ ଆଗାମୀ ନିର୍ବାଚନ ମଧ୍ୟ ଲଢ଼ିପାରିବେ। କିନ୍ତୁ ସେ…

ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି…

ଚୀନରେ ଭୂକମ୍ପ: ରିକ୍ଟର ସ୍କେଲରେ ତିବ୍ରତା ୫.୫

ନୂଆଦିଲ୍ଲୀ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ଆଜି ସକାଳୁ ଥରି ଉଠିଲା ଚୀନର ଦେଝୌ ନଗରୀ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଛି । ଭୂକମ୍ପ ଝଟକାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଧନଜୀବନ କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି । ‘ଚାଇନା ଆର୍ଥକ୍ବେକ୍‌…

ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍, ପ୍ରତ୍ୟାବର୍ତ୍ତନ ଆଶାରେ ଟିମ୍ ଇଣ୍ଡିଆ

ତ୍ରିନିବାଦ: ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ । ପ୍ରଥମ ମ୍ୟାଚରେ ୪ ରନରେ ପରାସ୍ତ ହେବା ପରେ ୨ୟ ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷରେ ରହିଛି ଟିମ ଇଣ୍ଡିଆ । ସେପଟେ ଘରୋଇ ଦଳ ମଧ୍ୟ ଲଗାତର ୨ୟ ମ୍ୟାଚ ଜିତି ସିରିଜରେ ଆଗେଇବା ଲକ୍ଷରେ ରହିଛି । ପ୍ରଥମ ମ୍ୟାଚରେ…

ଶିଶୁ କବିତା: ଘାସ ଫୁଲ

ସୁଜାତା ମିଶ୍ର ଘାସ ଗାଲିଚାରେ ମୁଁ ଘାସ ଫୁଲ.. କେ କଳି ପାରିବ ମୋହର ମୂଲ! କାକର ଟୋପାରେ ଝଟକୁ ଥାଏ.. ଜୋଛନା ରାତିରେ କୁରୁଳୁ ଥାଏ.., ରେଶମୀ ଖରା ମୋ ତନୁକୁ ଛୁଏଁ.. ବରଷା ଧାରାରେ ଧୋଇ ମୁଁ ହୁଏ.., ଚାଲି ଶିଖୁଥିବା ଶିଶୁର ପାଦ ଛୁଇଁ ଯାଏ ଯେବେ ତନୁ ମୋହର.., କୋମଳ…

ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିପାରେ ଆହୁରି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମପଟୁ ୧୩ ଦକ୍ଷିଣ ପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ…

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ, ଗାଁରେ ପଶିଲା ପାଣି

ବାଲିପାଟଣା: ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ବାଳକାଟିଠାରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ଥିବା ସାଇଫୋନ ପାଖରେ ଘାଇ ସୃଷ୍ଟି ହୋଇଛି । ଓଭର ଫ୍ଲୋ ଯୋଗୁ ରାତିରେ ବନ୍ଧ ଭାଙ୍ଗିଯାଇଥିଲା । ବାଳକାଟି କଲେଜ ପଡ଼ିଆରେ ପାଣି ମାଡିଯାଇଛି । ପାଣି ଗାଁରେ ମାଡିଯିବାର ଆଶଙ୍କା ରହିଛି ।…

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲ ପ୍ରବେଶ ମନା, ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା

ଅଗରତାଲା: ପୁଣି ହିଜାବକୁ ନେଇ ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଛି ବିଭାଜନ। ଶୁକ୍ରବାର ତ୍ରିପୁରାର କୋରୋଇମୁରା ଉଚ୍ଚ ମାଧ୍ୟମିକ ସ୍କୁଲରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ଆରମ୍ଭ ହୋଇଥିଲା ଉତ୍ତେଜନା। ହିଜାବ ପିନ୍ଧିଥିବା…